Latest Odisha News

BREAKING NEWS

Yearly Archives

2020

ବୁଗୁଡା ଅଞ୍ଚଳରୁ ୪୨ ଘନଫୁଟ ଶାଳ,ଜାମ ଓ ଫାଶୀ କାଠ ଗଣ୍ଡି ଜବତ

ବୁଗୁଡା  : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଦୁଇ ଫରେଷ୍ଟ ସେକସନରୁ ଅକ୍ଟୋବର ୧୯ ତାରିଖ ଦିନ ୪୨ ଘନଫୁଟ କାଠ ଗଣ୍ଡି ଜବତ ହୋଇଥିବା ବେଳେ ବୁଗୁଡା ସେକ୍ସନରୁ ୨୫ ଘନଫୁଟ ଶାଳ କାଠ ଗଣ୍ଡି ଏବଂ ଭଗବାନପୁର ସେକ୍ସନରୁ ୧୭ ଘନ ଫୁଟ ଜାମ ଓ ଫାଶୀ କାଠଗଣ୍ଡି ହୋଇଥିବା ଜଣାପଡିଛି। ଦକ୍ଷିଣ ଘୁମୁସର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ମିନିଟର ୧୨ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ସନ୍ଧ୍ୟା ୬ଟାରେ ୧୨ମିନିଟ ଧରି ସମ୍ବୋନ୍ଧିତ କରିଥିଲେ । ଆସନ୍ତୁ ଜାଣିବା ଏହି ୧୨ ମିନିଟର ୧୨ କଥା ୧.କରୋନା ବିପକ୍ଷରେ ଆମେ ଲମ୍ବା ଲଢ଼େଇ ଲଢ଼ୁଛେ । ଏବେ ଆର୍ଥୀକ ଗତିବିଧିରେ ଉନ୍ନତି ଆସିଛି । ଘରୁ ଲୋକେ ବାହାରୁଛନ୍ତି ।…

ମିଳିଲା ଅନୁମତି; ଜାଣନ୍ତୁ, କେବେଠୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ପୁରୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ପବିତ୍ର କାର୍ତ୍ତିକ ମାସରେ ପୁରୀ ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଭକ୍ତଙ୍କ ପାଇଁ ଅବଢ଼ା ବିକ୍ରୟ ଆରମ୍ଭ କରିବା ନେଇ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ମହସୁଆର ନିଜୋଗ କୃଷ୍ଣ ଚନ୍ଦ୍ର…

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଆଇପିଏଲର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି । ପଏଣ୍ଟ ଟେବୁଲର ସବୁଠାରୁ ଉପରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ଅପେକ୍ଷା ଆଜିର ମ୍ୟାଚ୍…

ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲସର ଉତ୍କଳ କଲେକ୍ସନ

ଭୁବନେଶ୍ୱର: ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲ୍ସର ‘ଉତ୍କଳ’ କଲେକ୍ସନ ସମ୍ଭାର ‘ଉତ୍କଳ’ ର ଶୁଭାରମ୍ଭ କରିଛି ଏହି ସ୍ୱତନ୍ତ୍ର କଲେକ୍ସନ ବା ସମ୍ଭାର ଓଡ଼ିଶାରକଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର୍ଯ୍ୟ, ଶୈଳୀ ଓ ଡିଜାଇନ୍ ଆଧାରରେ ପ୍ରସ୍ତୁତ କରାଯାଇଛି ।…

ପୂର୍ତ୍ତ ବିଭାଗର ପୂର୍ବତନ ସଚିବ ନବକିଶୋର ରଥଙ୍କ ପରଲୋକ

ଭୁବନେଶ୍ୱର : ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ସଚିବ ନବ କିଶୋର ରଥଙ୍କର ଆଜି ଦେହାନ୍ତ ଘଟିଛି । ଲକ୍ଷ୍ମୀସାଗର ସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ୨୦୦୬ରେ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ :ସଂକ୍ରମଣ କମିଛି, ଲକଡାଉନ ହଟିଛି ହେଲେ କରୋନା ଭାଇରାସ ଯାଇନି

ନୂଆଦିଲ୍ଲୀ:ପାର୍ବଣ ପରିବେଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ୧୨ ମିନିଟ ଉଦବୋଧନ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମିଛି, ଲକଡାଉନ ଉଠିଛି ହେଲେ କରୋନା ମହାମାରୀ ଯାଇନାହିଁ ବୋଲି ସତର୍କ କରାଇ ଦେଇଛନ୍ତି । ପାର୍ବଣ ଋତୁ ଆସୁଛି,…

ଏମବିବିଏସ ପରୀକ୍ଷାରେ ନକଲ କରୁଥିବା ବେଳେ ଧରାପଡିଲେ ହାଇଟେକ ମୁନ୍ନାଭାଇ

ଆଗ୍ରା: ଏଠାରେ ଭୀମରାଓ ଆମ୍ବେଦକର ୟୁନିଭରସିଟିରେ ଏମବିବିଏସ ପରୀକ୍ଷରେ ନକଲ କରି ଧରା ପଡିଛନ୍ତି ୧୦ ହାଇଟେକ ମୁନ୍ନାଭାଇ । ନକଲ ହୋଉଥିବା ଅଭିଯୋଗ ପାଇବା ପରେ ପ୍ରିନ୍ସପାଲ ଅଶୋକ କୁମାର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନକଲକାରୀ ଧରିବା ପରେ ତାଙ୍କ ଶୈଳି ନେଇ ଆଶ୍ଚର୍ଯ୍ୟଚକିତ…

ସମସ୍ତ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ: ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ: ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା…

ଶାସନ ଗାଦି ଛାଡ଼ିବେ ୟେଦୁରପ୍ପା!!

ବାଙ୍ଗାଲୋର: କର୍ଣ୍ଣାଟକ ବିଜେପିରେ ପଡ଼ିଲାଣି ଫାଟ । ପଦାରେ ପଡ଼ିଲାଣି ଦଳର ଅନ୍ତଃକନ୍ଦଳ । ଦଳୀୟ ବିଧାୟକ ବସନଗୌଡା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଶାସନରେ ଖୁସି ନଥିବା କହିଛନ୍ତି । ବିଜେପି ବିଧାୟକ ବସନଗୌଡା ଯତନାଲ ଦାବୀ କରିଛନ୍ତି ଯେ ହାଇ କମାଣ୍ଡ ବିଏସ ୟେଦୁରପ୍ପାଙ୍କ ଉପରେ…