Latest Odisha News

BREAKING NEWS

Yearly Archives

2020

ସୁନା ସ୍ମଗଲିଂର ନୂଆ ତରିକା, ଗୋଲ୍ଡ ପୋଷ୍ଟ !

ତାମିଲନାଡୁ: କେତେବେଳେ ନକଲି ଚୁଟି ମଧ୍ୟରେ, ତ କେତେବେଳେ ମଳଦ୍ୱାରରେ ଲୁଚାଇ ସୁନା ତସ୍କରି ଖବର ଆପଣ ନିଶ୍ଚୟ ପଢିଥିବେ । ହେଲେ ସିଲ୍ ପ୍ୟାକ୍ ଭ୍ୟାସଲିନ୍ କିମ୍ବା ହେୟାର ଜେଲ୍ ଟ୍ୟୁବ୍ ଭିତରେ ସୁନା ସ୍ମଗଲିଂ ବିଷୟରେ ବୋଧ ହୁଏ ଆପଣ ଜାଣିନଥିବେ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି…

ସମ୍‌ରେ ନୂତନ ରେନାଲ୍ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍ ଯନ୍ତ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍‌) ହସ୍ପିଟାଲ୍‌ରେ ନୂତନ ରେନାଲ୍ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ଯନ୍ତ୍ର ଉଦ୍‌ଘାଟିତ…

ମୁମ୍ବାଇ ଛାଡି କାହିଁକି ଲଖ୍ନୌ ଗଲେ ଜନ୍ ଆବ୍ରାହାମ୍ ?

ମୁମ୍ବାଇ: କାଲିଠୁ ଆରମ୍ଭ ହେବ ଫିଲ୍ମ ସତ୍ୟମେବ ଜୟତେ-୨ର ସୁଟିଂ । ପୂର୍ବଥର ଭଳି ସିକ୍ୱେଲ ପାର୍ଟରେ ନଜର ଆସିବେ ଜନ୍ ଆବ୍ରାହାମ୍ । ହେଲେ କୌଣସି ଆକ୍ଟିଭ ଅଭିନେତ୍ରୀ ନୁହେଁ ବରଂ ପ୍ରଯୋଜକ ଭୂଷଣ କୁମାରଙ୍କ ସ୍ତ୍ରୀ ଦିବ୍ୟା ଖୋସ୍‌ଲାଙ୍କ ସହ ସେ ରୋମାନ୍ସ କରିବାରେ ନଜର ଆସିବେ । ଆଜି ଜନ୍…

ଲଞ୍ଚ୍‌ ହେଲା ‘ଏ ସୁଇଟେବଲ୍‌ ବଏ୍’‌ର ଟ୍ରେଲର୍‌

ୱେବ୍ ସିରିଜ୍ 'ଏ ସୁଇଟେବଲ୍‌ ବଏ୍‌ 'ର ଟ୍ରେଲର ଲଞ୍ଚ ହୋଇସାରିଛି। ଏଥିରେ ଇଶାନ ଖତର୍‌, ତବୁ, ତାନିଆ ମାଣିକତାଲା, ରାମ କପୁର, ବିଜୟ ବର୍ମା ଏବଂ ବିଜୟ ରାଜ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ୨୩ ଅକ୍ଟୋବରରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ। ଏହାର…

ଗପ : ସାଥୀ ଏକ ଭିନ୍ନ ପ୍ରକାରର

ଦେବାଶିଷ ଆଚାର୍ଯ୍ୟ                                                      ବିଜୟ ବାବୁ । ଅବସର ପ୍ରାପ୍ତ  ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ । ଗତ ବର୍ଷ ଏକ ଦୁର୍ଘଟଣାରେ ପତ୍ନୀ ସ୍ନିଗ୍ଧାଙ୍କ ବିୟୋଗ । ଏକମାତ୍ର କନ୍ୟା ସାଲିନା , ୪/୫ ବର୍ଷ ପୂର୍ବେ ହୋଇ ଯାଇଛି ବାହାଘର । ନିଜ…

କୀଟନାଶକ ପିଇ ପ୍ରାଣ ହରାଇଲେ ସ୍ୱାମୀ; ସ୍ତ୍ରୀ ଗୁରୁତର

ପାରାଦ୍ବୀପ: କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମପଂଚାୟତ ଅଧିନସ୍ଥ ହସିଣା ଗ୍ରାମରେ କୀଟନାଶକ ଔଷଧ ପିଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଅଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନତରିତ କରାଯାଇଥିବା ସୂଚନା ମିଳିଛି।…

ଫିଲ୍ମ ପଠାନ୍ ପାଇଁ ସଜବାଜ ଶାହରୁଖ ଖାନ୍ !

ମୁମ୍ବାଇ: କରୋନା କଟକଣାରେ ବି ଅନୁମତି ପାଇବା ପରେ ଧୀରେଧୀରେ ମଇଦାନକୁ ଓହ୍ଲାଇଲେଣି ବଲିଉଡ ସେଲିବ୍ରିଟି । ଆରମ୍ଭ ହେଲାଣି ଅଧା ପଡିଥିବା ଫିଲ୍ମର ସୁଟିଂ, ପ୍ରସ୍ତୁତ ହେଉଛି ନୂଆନୂଆ ପ୍ରେଜେକ୍ଟ ପାଇଁ ଯୋଜନା । କିଛି ଦିନ ପୂର୍ବରୁ ନିଜ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ଖେଳ ଦେଖିବା ପାଇଁ…

ଆତ୍ମନିର୍ଭରଶୀଳ କୃଷି ବିନା ଆତ୍ମନିର୍ଭର ଭାରତ ସମ୍ଭବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କେବେ ଦିନେ କଥା ଥିଲା ‘ଚାଷ କାମ ଯାହାର, କେତେ ସୁଖ ତାହାର’ । କିନ୍ତୁ ଆଜି ଏହା ସଂପୂର୍ଣ୍ଣ ଓଲଟି ଯାଇଛି । କେହି ଭୁଲ୍‌ରେ ବି ଚାଷକୁ ନିଜ ବୃତି ଭାବେ ଆଦରି ନେବାକୁ ଚାହୁଁନାହାନ୍ତି । କାରଣ ଆମ ଦେଶରେ ଚାଷ ତଥା କୃଷି ବ୍ୟବସ୍ଥା…

ମାନସିକ ଚାପରେ ରହୁଛନ୍ତି ଆମ ସେନା !

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କେବଳ ଲେଫନନେଂଟ କର୍ଣ୍ଣେଲ ଓ କର୍ଣ୍ଣଲ ର‌୍ୟାଙ୍କର ୬ ସୈନ୍ୟ ଅଧିକାରୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସମସ୍ତଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ । ତା ମାନେ କଣ ଆମ ଭାରତୀୟ ସେନା ଚାପରେ ଅଛନ୍ତି ? ରକ୍ଷା ବିଶେଷଜ୍ଞ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କଲେ…

ଭୁବନେଶ୍ୱରରୁ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ; ସେଥିରୁ ୧୮୨ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୭ ଜଣ କ୍ୱାରେଣ୍ଟାଇନ୍ ଏବଂ ୧୮୨ଟି…