Latest Odisha News

BREAKING NEWS

Yearly Archives

2020

ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସେନାବାହିନୀଙ୍କୁ ବଡ଼ ଧରଣର ସଫଳତା । କୋରାପୁଟ ମାଲକାନଗିରି ସୀମାରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ । ଏତେ ପରିମାଣର ବିସ୍ଫୋରକ ଏକ ଡ୍ରମ ଭିତରେ ପୁରାଇ ମାଟି ତଳେ ଲୁଚାଇ ରଖାଯାଇଥିଲା । ଆନ୍ଧ୍ର ଓଡ଼ିଶା ବର୍ଡର ଡିଭିଜନାଲ କମିଟି ଏହାକ ଲୁଚାଇ ରଖିଥିଲା ।…

ରାଜ୍ୟରେ ଆଉ ୧୭ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୭ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୧୫୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୨, ଜଗତସିଂହପୁରରୁ ୧, ସୁବର୍ଣ୍ଣପୁରରୁ ୨, ବୌଦ୍ଧରୁ ୧, ବରଗଡରୁ…

ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ କାରଣରୁ ଦୁଇ ରାଜ୍ୟର ସୀମାରେ ଉତ୍ତେଜନା ଜାରି ରହିଛି । ଏହି ହିଂସାକାଣ୍ଡରେ ବହୁ ଲୋକ ଆହତ ହୋଇଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ  ସ୍ଥିତିର ରିପୋର୍ଟ ପ୍ରଧାନମନ୍ତ୍ରୀ  ଓ କେନ୍ଦ୍ର…

ଇନ୍‌ଫୋସିିଟି ସାଇ ମନ୍ଦିର ପାଚେରି ଭାଙ୍ଗିଲା ବିଡିଏ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅଂଚଳରେ ଥିବା ସାଇ ମନ୍ଦିର ପାଚେରି ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ଅଭିଯୋଗରେ ମନ୍ଦିରର ପାଚେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ ଏବଂ ବିଡିଏ ସ୍କ୍ୱାଡ ସାମିଲ ହୋଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି…

ମା’ ଦୁର୍ଗାଙ୍କ ନାମ ପଛର ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର: ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ…

କାହିଁକି ୟଶ ଚୋପ୍ରା ଥିଲେ ରୋମାନ୍ସର କିଙ୍ଗ୍?

ନୂଆଦିଲ୍ଲୀ: ୟଶ ଚୋପ୍ରା ବଲିଉଡକୁ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଦେଇଛନ୍ତି। ସେ ହିନ୍ଦୀ ସିନେମା ଭିତରେ ରୋମାନ୍ସର ଏକ ନୂତନ ସଂଜ୍ଞା ପ୍ରସ୍ତୁତ କରିଥିଲେ। ସମୟ ସହିତ ସେ ଦର୍ଶକଙ୍କ ପସନ୍ଦକୁ ମଧ୍ୟ ବୁଝିଥିଲେ ଏବଂ ଏହା ଉପରେ ଅଧିକ କାମ କରିଥିଲେ। ଏହାପରେ ସେ ଯେଉଁ ସବୁ ଚଳଚ୍ଚିତ୍ର ନିର୍ମାଣ…

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଅଧ୍ୟାପକ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗୁରାଣ୍ଡି କଲେଜର ଏଜୁକେସନ୍ ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। ନାଗେଶ୍ୱରଙ୍କ…

ରାଜ୍ୟରେ ୨ ହଜାର ତଳକୁ ଖସିଲା କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ଧୀରେ ଧୀରେ ତଳମୁହାଁ ହେଉଛି ମାରାତ୍ମକ ଭାଇରସ । ଆଜି ଦୀର୍ଘ ଦିନ ପରେ ରାଜ୍ୟରେ ୨ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ୧୯୮୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୬ଜଣ…

ବ୍ରିଟେନ୍‌ରେ ଲାଗିବ ରାଜ୍‌ ଏବଂ ସିମ୍‌ରନ୍‌ଙ୍କ କାଂସ୍ୟ ପ୍ରତିମୂର୍ତ୍ତିି

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ଧରି, ଚଳଚ୍ଚିତ୍ର ‘ଡିଡିଏଲ୍‌ଜେ’ର ମୁଖ୍ୟ ଚରିତ୍ର ରାଜ୍‌ ଏବଂ ସିମରନଙ୍କ ପ୍ରେମ କାହାଣୀ ସାରା ବିଶ୍ୱର ସିନେପ୍ରେମୀମାନଙ୍କ ହୃଦୟରେ ରାଜ୍‌ କରୁଛି। ରିଲିଜ୍ ହେବାର ୨୫ ବର୍ଷ ପୂରଣ ଅବସରରେ ଏହାର ସେଲିବ୍ରେସନ୍‌ କେବଳ ମୁମ୍ବାଇ ନୁହେଁ ଲଣ୍ଡନ୍‌ରେ ମଧ୍ୟ…

ଆରପାରିରେ ଅଭିନେତ୍ରୀ ଜରିନା ରୋଶନ୍‌

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ  ‘କୁମ୍‌କୁମ୍‌ ଭାଗ୍ୟ’ର ପ୍ରସିଦ୍ଧ ଚରିତ୍ର  'ଇନ୍ଦୁ ଦାଦି' ତଥା ଜରିନା ରୋଶନ ଖାନ୍‌ଙ୍କ ୫୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜରିନାଙ୍କ ବିୟୋଗରେ ତାଙ୍କ ସହ-ତାରକା…