Latest Odisha News

BREAKING NEWS

Yearly Archives

2020

ସ୍କୁଲ ଫି’ ମାମଲା, ସରକାରଙ୍କୁ ଜବାବ ତଲବ

କଟକ: ସ୍କୁଲ ଫି’ ମାମଲାରେ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ । ହାଇକୋର୍ଟରେ ସ୍କୁଲ ଫି ଛାଡ ସମ୍ପର୍କିତ ପ୍ରସଙ୍ଗରେ ଆଗତ ଇଣ୍ଟରପ୍ରିଭେନସ୍ ପିଟିସନଙ୍କୁ ଆଗ୍ରାହ୍ୟ କରିଛନ୍ତି କୋର୍ଟ । ସ୍କୁଲ ଫି’ ନେଇ ରାଜ୍ୟ ସରକାରଙ୍କୁ କୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି । ୭ ଦିନ ମଧ୍ୟରେ ସ୍ପଷ୍ଟ…

ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶ ପାଇଁ ୧୫୦୦୦ ତୀର୍ଥଯାତ୍ରୀଙ୍କୁ ମିଳିଲା ଅନୁମତି; ହଜ୍‌ ଯାତ୍ରା

ନୂଆଦିଲ୍ଲୀ: ସାତ ମାସ ପରେ ସାଉଦି ଆରବ ଇସଲାମ୍‌ ଧର୍ମର ସବୁଠାରୁ ପବିତ୍ର ସ୍ଥାନ ମକ୍କାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଏହା ବ୍ୟତୀତ ହଜ୍‌ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୫୦୦୦କୁ ବୃଦ୍ଧି କରାଯାଇଛି। ମହାମାରୀ କରୋନା ଯୋଗୁ ବର୍ଷସାରା ଚାଲୁଥିବା ହଜ୍‌ ଯାତ୍ରାକୁ ବନ୍ଦ ରଖାଯାଇଥିଲା।…

ଓକିଲ ସଂଘ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ବାର୍ କାଉନ୍‌ସିଲ୍‌ଙ୍କୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୱାନ୍ ବାର୍ ୱାନ୍ ଇଲେକସନ୍ କରାଯାଉ ବୋଲି କୋର୍ଟ କହିଛନ୍ତି । ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ…

ଅମ୍ବାଜୀଙ୍କ ଶକ୍ତିପୀଠ: ସତୀଙ୍କ ହୃଦୟ ଏଠାରେ ପଡିଥିଲା

ବନାସକାଂଠା: ଗୁଜରାଟ ଓ ରାଜସ୍ଥାନ ସୀମାରେ ଅରାସୁର ପର୍ବତ ଉପରେ ରହିଛି ମାଆ ଅମ୍ବାଜୀଙ୍କ ଭବ୍ୟ ମନ୍ଦିର । ଏହି ଶକ୍ତିପୀଠରେ ମାଆଙ୍କ ନବରାତ୍ରୀ ଧୂମଧାମରେ ପାଳନ କରାଯାଏ । ଦେବୀ ସତୀଙ୍କ ସମର୍ପିତ ୫୧ ଶକ୍ତିପୀଠରୁ ଏହା ଅନ୍ୟତମ ।ଏଠାରେ ମାଆଙ୍କ ହୃଦୟ ଆସି ପଡିଥିଲା । ୧୦୩ ଫୁଟ ଉଚ୍ଚ…

କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ? ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡିଲା ଜଗନ୍ନାଥ ସେନା

ପୁରୀ: କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା ସହ କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ । ଭକ୍ତମାନେ ନାଗାର୍ଜୁନ ବେଶର ଦର୍ଶନ କିଭଳି କରିବେ । ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଧାର୍ମିକ ମତ ପାଇଁ ଲୋଡିଛି ଶ୍ରୀଜଗନ୍ନାଥ ସେନା । ଜଗତଗୁରୁଙ୍କ ଗୋବଦ୍ଧନ ପୀଠକୁ ଆସି ଶ୍ରୀଜଗନ୍ନାଥ ସେନା…

ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ବିଜୟରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଜେସିଣ୍ଡା ଲଗାତାର୍‌ ଭାବେ ଦ୍ୱିତୀୟ ଥର ପାଇଁ ନ୍ୟୁଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଜେସିଣ୍ଡାଙ୍କୁ ଅଭିନନ୍ଦନ…

ଓଡିଶାର ୪ ଜିଲ୍ଲାରେ ଝଡବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର) ପୁରୀ ଓ…

ଆଇପିଏଲ ମୁକାବିଲା : ଚେନ୍ନାଇ-ରାଜସ୍ଥାନ ଉଭୟଙ୍କ ପାଇଁ କର ବା ମର ପରିସ୍ଥିତି

ଆବୁଧାବି: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଚେନ୍ନାଇ ଓ ରାଜସ୍ଥାନ ୯ଟି ଲେଖାଏଁ ମ୍ୟାଚ୍ ଖେଳି ପ୍ରତ୍ୟେକ ୬ପଏଣ୍ଟ ସହ…

କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ । ଦେଶର ଅନେକ ସ୍ଥାନରେ ଆଜିଠୁ ସ୍କୁଲ ଖୋଲିଛି । ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ସ୍କୁଲ ଖୋଲିଛି। ଏଥିସହିତ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ସବୁ ଗାଇଡଲାଇନ୍…

କାହିଁକି ଦୀର୍ଘ ଦିନ ଧରି ବିବାହ କଥା ଲୁଚାଇଥିଲେ ସନ୍ନି ଦେଓଲ୍….‌

ନୂଆଦିଲ୍ଲୀ: ଘାୟଲ, ସାଲାଖେଁ, ଦାମିନୀ ଏବଂ ଗଦର୍‌ ଭଳି ବଲିଉଡ୍‌କୁ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ଅଭିନେତା ସନ୍ନି ଦେଓଲ୍‌ଙ୍କ ଆଜି ଜନ୍ମଦିନ।  ସନ୍ନି ୧୯ ଅକ୍ଟୋବର ୧୯୫୬ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ସନ୍ନି ନିଜର ସ୍ୱତନ୍ତ୍ର ଅଭିନୟ କଳାରେ ବଲିଉଡ୍‌ରେ ନିଜର ସ୍ଥାନ ସୃଷ୍ଟି…