Latest Odisha News

BREAKING NEWS

Yearly Archives

2020

ଆସିଲା ନୋଟିସ, ଭଙ୍ଗାଯିବ ଜଗନ୍ନାଥ ଷ୍ଟାଡିୟମ ପାଖ ବଜାର

ପୁରୀ: ସ୍ଥାନୀୟ ପେଣ୍ଢକଟା ସ୍ଥିତ ଜଗନ୍ନାଥ ଷ୍ଟାଡିୟମ ପାଖ ଦୋକାନ ଭାଙ୍ଗିବାକୁ ଜିଲ୍ଲା କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ଯୁଗ୍ମ ବୈଷୟିକ କମିଟି ଦ୍ୱାରା କରାଯାଇଥିବା ତଦନ୍ତ ଭିତ୍ତିରେ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ତଦନ୍ତ ଅନୁଯାୟୀ ଉକ୍ତ ବ୍ୟବସାୟୀ ସ୍ଥଳ ବର୍ତ୍ତମାନ…

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ…

ଶେଷରେ ମାନିଲେ ସରକାର, ହୋଇସାରିଲାଣି କମ୍ୟୁନିଟି ଟ୍ରାନ୍ସମିସନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସଂକ୍ରମଣର ୯ମାସ ପରେ ରବିବାର ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ ଦେଶର ଅନେକ ସ୍ଥାନରେ କମ୍ୟୁନିଟି ଟ୍ରାନ୍ସମିସନ ହେଉଛି। ପଶ୍ଚିମବଙ୍ଗରେ କମ୍ୟୁନିଟି ଟ୍ରାନ୍ସମିସନ୍ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

କଙ୍ଗନା ରଣାୱତଙ୍କୁ ଓଡିଶା ଆଇନଜୀବୀଙ୍କ ଦୁଷ୍କର୍ମ ଧମକ!

ଭୁବନେଶ୍ୱର: ନିଜ ବୟାନ ପାଇଁ ସବୁବେଳେ ବିବାଦ ଘେରରେ ରହୁଥିବା ବିବାଦୀୟ କୁଇନ୍ କଙ୍ଗନା ରଣାୱତଙ୍କୁ ଜଣେ ଆଇନଜୀବୀ ଦୁଷ୍କର୍ମ ଧମକ ଦେଇଥିବା ନେଇ ଚର୍ଚ୍ଚା ହେଉଛି । ସୂଚନାନୁଯାୟୀ ନବରାତ୍ରୀ ଅବସରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ୍ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ…

ଭୁବନେଶ୍ୱରରେ ୨୭ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୭ ହଜାର ୨୨୮ କରୋନା ପଜିଟିଭ ମାମଲା ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର…

ପୁରୁଣା ଅନ୍ଦାଜରେ ଫେରିଲେ ଶିଳ୍ପା ସେଟ୍ଟୀ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପୁଣି ସିନେ ଜଗତକୁ ଫେରିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନାଲିରେ ଆଗାମୀ ଫିଲ୍ମ 'ହଙ୍ଗାମା ୨' ପାଇଁ ସୁଟିଂ କରୁଥିବା ଶିଳ୍ପା ସେଟ୍ଟୀ ରବିବାର ଦିନ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ କିଛି ଜିଲାପି ଖାଉଥିବା ଦେଖିବାକୁ…

ମୋର୍ଗାନ, କାର୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକତା ୧୬୩/୫

ଆବୁଧାବି: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ରବିବାର ମୁକାବିଲାରେ କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନର ବିଜୟ ଟାର୍ଗେଟ ଦେଇଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିଥିଲା । କୋଲକାତାର ଦୁଇ ଓପନର ଶୁଭମ ଗିଲ ଓ ରାହୁଲ ତ୍ରିପାଠୀ ୧ମ ଉଇକେଟରେ ୪୮ ରନ ଯୋଗ କରି…

ଭାରତର ପ୍ରଥମ ମହିଳା ଭାବେ ଐଶ୍ଵର୍ଯ୍ୟାଙ୍କୁ ମିଳିଲା ଚଳିତ ବର୍ଷର ଶ୍ରେଷ୍ଠ ୱାଇଲଡ଼ ଲାଇଫ ଫଟୋଗ୍ରାଫର ଆୱାର୍ଡ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଭାବେ ୨୩ ବର୍ଷୀୟା ଐଶ୍ୱର୍ଯ୍ୟା ଶ୍ରୀଧରଙ୍କୁ ମିଳିଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପୁରସ୍କାର। ଏହି ସମ୍ମାନ ପାଇବାରେ ଐଶ୍ୱର୍ଯ୍ୟା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ୮୦ ରୁ ଅଧିକ ଦେଶର ୫୦ ହଜାରରୁ ଉର୍ଦ୍ଧ୍ବ ଫଟୋ ମଧ୍ୟରୁ ତାଙ୍କ ଫଟୋକୁ…

ପୁଣି ଉଡିବ ଜେଟ୍‌ ଏୟାର୍‌ୱେଜ୍‌

ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜ୍ ପୁଣି ଥରେ ଆକାଶ‌ରେ ଉଡ଼ିବ। ବର୍ତ୍ତମାନ କମ୍ପାନୀକୁ ନୂତନ ମାଲିକ ମିଳିଛନ୍ତି | ଲଣ୍ଡନ ସ୍ଥିତ କେଲ୍ରକ୍ କ୍ୟାପିଟାଲ୍ ଏବଂ ୟୁଏଇର ବ୍ୟବସାୟୀ ମୁରାରୀ ଲାଲ ଜାଲାନଙ୍କ କନସୋର୍ଟିୟମ୍ (ଗ୍ରୁପ୍) ର ରିଜୋଲ୍ୟୁସନ୍ ଯୋଜନାକୁ…

କୋଭିଡ-୧୯ ନିୟମ ଉଲ୍ଲଂଘନ: ଭୁବନେଶ୍ୱରରେ କୋଚିଂ ଇନଷ୍ଟିଚ୍ୟୁଟ୍ ବନ୍ଦ

ଭୁବନେଶ୍ୱର: କୋଭିଡ-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ରବିବାର ଦିନ ଓଡିଶା ରାଜଧାନୀରେ ଏକ କୋଚିଂ ଇନଷ୍ଟିଚ୍ୟୁଟ୍ ବନ୍ଦ କରିଛି। ଇଞ୍ଜିନିୟରିଂ ଏବଂ ମେଡିକାଲ ଆଶାୟୀଙ୍କ ପାଇଁ କୋଚିଂ କ୍ଲାସ୍ ପ୍ରଦାନ କରୁଥିବା ନାଗେଶ୍ୱର…