Latest Odisha News

BREAKING NEWS

Yearly Archives

2020

ମୃତ୍ୟୁ ପଥରେ ନଦୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଖରା ଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ । ବର୍ଷା ଋତୁ ଆରମ୍ଭ ହେଉ ହେଉ ଅଧିକାଂଶ ରାଜ୍ୟ ବନ୍ୟାର ଦାଉରେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି । ଖରା ଦିନେ…

ସ୍ମୃତିରେ ଅଶୋକ କୁମାର…

ମୁମ୍ବାଇ: ବଲିଉଡ୍‌ର କିମ୍ବଦନ୍ତୀ କଳାକାର ଅଶୋକ କୁମାରଙ୍କ ଜନ୍ମ ୧୩ ଅକ୍ଟୋବର ୧୯୧୧ରେ ହୋଇଥିଲା। ଭାରତୀୟ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ମହାନ୍‌ କଳାକାରଙ୍କ ମୂଳ ନାମ କୁମୁଦଲାଲ କୁଞ୍ଜୀଲାଲ…

ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର: ଜୀବନ ନେଉଛି ମହାମାରୀ । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୦ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ୧୫ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଅଛନ୍ତି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧ ହଜାର…

ରାଜ୍ୟରେ କମୁଛି କରୋନା ଗ୍ରାଫ, ଆଜି ୨୨୭୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଖୁସୁଛି କରୋନା ମିଟର । ତଳମୁହାଁ ହୋଇଛି କରୋନା ଗ୍ରାଫ । ଲଗାତର ୪ ଦିନ ଧରି ରାଜ୍ୟରେ ୩ ହଜାରରୁ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୨୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮ ଜଣ…

ବଜ୍ରପାତ ନେଲା ଦୁଇ ଜୀବନ, ୩ ଗୁରୁତର

ବାଙ୍କୀ: ବଜ୍ରପାତରେ ଗଲା ଦୁଇ ଜୀବନ । ବାଙ୍କି ଦୋଲଣାପୁର ଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଲିପୁ ପରିଡା ଓ ଧାଡ଼ିଆ ସାହୁ । ଆହତମାନଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଚାଷ ଜମିରେ କାମ କରୁଥିବା ବେଳେ…

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ବ୍ରିଟେନ୍‌ ପ୍ରଶଂସକଙ୍କ କାର୍‌ ରାଲି

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା କେବଳ ଯେ ଦେଶ‌ର‌େ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ବିଚଳିତ କରିଛି ତା ନୁହେଁ ବରଂ ଏହାର ନାରା ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ସୁଶାନ୍ତ ସିଂ ରାଜପୁତଙ୍କୁ  ନ୍ୟାୟ ଦେବା ପାଇଁ ବ୍ରିଟେନ୍‌ରେ ଏକ କାର୍‌ ରାଲିର ଆୟୋଜନ କରାଯାଇଥିଲା।…

କାର୍ ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ: ପୋଲିସକୁ ଖବର ଦେବାରୁ କାର୍ ଜାଳିଦେଳେ କୋଇଲା ମାଫିଆ । ଘର ନିକଟରେ ଥିବା ହୁଣ୍ଡାଇ କାର୍‌ରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଂଚଳ ଥାନା ଇଚ୍ଛାପୁର ମାରପୁର ଗାଁରେ । ଭଦ୍ରକର ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା…

ଗଜପତିରେ ପ୍ରବଳ ବର୍ଷା, ୫ଶହ ଲୋକଙ୍କୁ ସ୍ଥାନାନ୍ତର, ବିପଦରେ ଅଠରନଳା ପୋଲ

ଗଜପତି: ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାରେ ରାତିତମାମ ବର୍ଷା ଜାରି ରହିଛି । ଯାହାଫଳରେ କି ମୋହନ ଅଠର ନଳା ପୋଲ ଏବେ ବିପଦରେ । ପୋଲଠାରୁ ମାତ୍ର ଏକ ଫୁଟ ତଳେ ପାଣି ପ୍ରବାହିତ ହେଉଛି । ତେଣୁ ପୋଲ ପ୍ରତି ବିପଦର ଆଶଙ୍କା ରହିଛି ।…

ଦକ୍ଷିଣ ଓଡ଼ିଶାରେ ବର୍ଷୁଛି, ଟୁଇନ୍ ସିଟିକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତର ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି ବର୍ଷା । ଗଞ୍ଜାମ, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷୁଛି । କିଛି ସ୍ଥାନରେ ପ୍ରବଳରୁ ଅତି…

ଇଣ୍ଟର୍‌ନ୍ୟାସନାଲ୍‌ ଡେ ଫର୍ ଡିଜାଷ୍ଟର ରିଡକ୍ସନ୍; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ଗଛ କାଟିବା, ମୃତ୍ତିକା କ୍ଷୟ, ଜଳ ଏବଂ ବାୟୁ ପ୍ରଦୂଷଣ ସବସବୁବେଳେ ଆମକୁ ବିପଦରେ ପକାଉଛି। ଲୋକମାନଙ୍କୁ ଏହା ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୧୩ ଅକ୍ଟୋବରରେ ଆନ୍ତର୍ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଏ। ଏହା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ମିଳିତ…