ଯଶ୍ୱସୀ ପାଲା ଗାୟକ ଦିଲ୍ଲୀପ କୁମାର ଦାଶ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…
ଭୁବନେଶ୍ୱର: ଉତ୍କଳୀୟ କଳା ସଂସ୍କୃତି ଓ ପରମ୍ପରାର ଆଲେଖ୍ୟ ବହନକରିଥିବା ବିଦଗ୍ଧ କଳା ପାଲାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ କଳ୍ପଶ୍ରୀ ପଣ୍ଡିତ ଦିଲ୍ଲୀପ କୁମାର ଦାଶ ।
୧୯୭୨ ମସିହା ଅକ୍ଚୋବର ୧୧ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମରେ…