Latest Odisha News

BREAKING NEWS

Yearly Archives

2020

ଏଲବୋ ଷ୍ଟ୍ରାଇକରେ ରେକର୍ଡ କଲେ ରାଉରକେଲା ଝିଅ

ରାଉରକେଲା: ରାଉରକେଲାର ଜଣେ ୨୧ ବର୍ଷ ବୟସ୍କା ଆଇନ ଛାତ୍ରୀ କାଜଲ ପାଣ୍ଡେ ଏକ ପଞ୍ଚିଂ ବ୍ୟାଗ (ମହିଳା)ରେ ଦୁଇ ହାତରେ ଫାଟେଷ୍ଟ ଏଲବୋ ଷ୍ଟ୍ରାଇକ୍ କରି ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ପ୍ରବେଶ କରି ରେକର୍ଡ କରିଛନ୍ତି। ଏକ ମିନିଟରେ ୨୯୧ ଏଲବୋ ଷ୍ଟ୍ରାଇକ୍ କରିପାରିଛନ୍ତି। ଏହା ଛଡ଼ା…

ଚେନ୍ନାଇ ସମ୍ମୁଖରେ ୧୭୯ ରନର ଟାର୍ଗେଟ

ଦୁବାଇ: ଅଧିନାୟକ କେଏଲ ରାହୁଲଙ୍କ ଆକର୍ଷଣୀୟ ୬୩ ରନ ସହାୟତାରେ ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁ୍‌ଷ୍ଠିତ ଦ୍ୱିତୀୟ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୧୭୯ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଭଲ ଫର୍ମରେ ନ ଥିବା ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ…

ବିପକ୍ଷ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ଷଡଯନ୍ତ୍ର କରୁଛନ୍ତି : ଯୋଗୀ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ହାଥ୍ରାସ କେସ୍ ନେଇ ବିପକ୍ଷକୁ ଟାର୍ଗେଟ କରିଛନ୍ତି । ସମସ୍ତ ବିପକ୍ଷ ଦଳଗୁଡିକ ଏକତ୍ର ହୋଇ ଉରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି । ସେମାନଙ୍କ ବିକାଶ ଭଲ ଲାଗୁ ନାହିଁ କିନ୍ତୁ ଆମକୁ ଆଗକୁ…

ରାଧେ ମା’ଙ୍କ ବିଗ୍‌ବସ୍‌ ନାଟକ, ଜାଣନ୍ତୁ କିଛି ଅଜଣା କଥା !

ମୁମ୍ବାଇ: ଆତ୍ମଘୋଷିତ ଭଗବାନ ରାଧେ ମା' ଓରଫ ସୁଖବିନ୍ଦର କୌର । ବୋଧ ହୁଏ ରାଧେ ମା'ଙ୍କ ବିଷୟରେ ଅନେକ ଅଳ୍ପ ବହୁତ ଜାଣିଥିବେ । ପୂର୍ବରୁ ଅନେକ ଥର ରିୟଲିଟି ସୋ' ବିଗ୍‌ବସ୍‌ରେ ତାଙ୍କ ନାଁ ଶୁଣିବାକୁ ମିଳିଥିଲା । ହେଲେ ଶେଷରେ ଶନିବାର ରାତିରେ ସିଜିନ୍‌-୧୪ର ପ୍ରିମିଅର ଏପିସୋଡରେ ତାଙ୍କୁ…

ଶୁଟର ଶ୍ରେୟାଶୀ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶୁଟର ଶ୍ରେୟାଶୀ ସିଂ ରବିବାର ବିଜେପିରେ ସାମିଲ ହୋଇଛନ୍ତି । ଶ୍ରେୟାଶୀ ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯଥାକ୍ରବେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୩ ଟ୍ରାପ ଶୁଟିଂ ବିଶ୍ୱକପରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ପରିଚୟ…

ଜ୍ଞାନ ରଞ୍ଜନ କର ମୋ ପରିଚୟ ବୋଧେ ମୋର ହେବାକୁ ରାଜି ନାହିଁ, ସେଥିପାଇଁ ବୋଧେ ମୋ ହୃଦୟ ମାଗେ ତୁମ ପରିଚିତି, କାହାର ଝିଅ ହେଲି, କାହା ନାତୁଣୀ ହେଲି, ସବୁ ଭୁଲିବାକୁ ଇଚ୍ଛା ମୋର, ଦରକାର ବାସ ଗୋଟେ ପରିଚୟ, ତୁମ ସ୍ତ୍ରୀ ହେବାର, ଆଜିର ସମାଜ କହେ ଏ ସବୁ ପୁରୁଣା…

ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୧୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୪୧୦୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୨୧, କଟକରୁ ୪୯୨ ଜଣ, ଯାଜପୁରରୁ ୨୧୨ ଜଣ, ଅନୁଗୁଳରୁ ୧୮୬ ଜଣ,…

ଆର୍ମି ଅଞ୍ଚଳର ଫୋଟୋ ଉଠାଇ ପାକିସ୍ତାନ ପଠାଉଥିଲେ ଯୁବକ; ଧରାପଡିଲା ପରେ କ’ଣ ହେଲା, ଜାଣନ୍ତୁ

ନାସିକ୍: ମହାରାଷ୍ଟ୍ରର ନାସିକ୍ ନିକଟସ୍ଥ ଦେଓଲାଲିରେ ଥିବା ସେନା ଅଧିକୃତ ଅଞ୍ଚଳର ଫଟୋ ଉଠାଇ ସେ ଫୋଟୋକୁ ପାକିସ୍ତାନର ହ୍ଵାଟସ୍ ଆପ୍ ଗ୍ରୁପକୁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ତେବେ ଏହି ବ୍ୟକ୍ତିଙ୍କ ନାମ ସଞ୍ଜୀବ କୁମାର ଏବଂ ସେ  ୨୧ ବର୍ଷ ବୋଲି ଜଣାପଡିଛି । ତେବେ ସଞ୍ଜିବ ତାଙ୍କ…

ୱାର୍ଣ୍ଣରଙ୍କ ଉଦ୍ୟମ ବ୍ୟର୍ଥ: ହାଇଦ୍ରାବାଦକୁ ୩୪ ରନରେ ହରାଇଲା ମୁମ୍ବାଇ

ଶାରଜା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ କ୍ୱିଂଟନ ଡି’କକ୍‌(୬୭)ଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୩୪ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ମୁମ୍ବାଇ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ମୁମ୍ବାଇ…

ଭୁବନେଶ୍ୱରରେ ୨୩ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୫୪ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…