କିଭଳି ପତ୍ନୀ ସୋହା ଅଲ୍ଲୀ ଖାନ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପତି କୁନାଲ୍
ମୁମ୍ବାଇ: ରବିବାର ଅର୍ଥାତ୍ ଆଜି ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍ଙ୍କ ଜନ୍ମଦିନ। ଏହି ଅବସରରେ ପତି କୁନାଲ୍ ସୋସିଆଲ୍ ମିଡିଆରେ ସୋହା ଏବଂ ତାଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି।…