Latest Odisha News

BREAKING NEWS

Yearly Archives

2020

ଆଘାତ ସମସ୍ୟା ଯୋଗୁ ଫ୍ରେଂଚ ଓପନରୁ ଓହରିଲେ ସେରେନା

ପ୍ୟାରିସ: ଆଘାତ ସମସ୍ୟା ଯୋଗୁ ଆମେରିକାର ସେରେନା ୱିଲିୟମ୍ସ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ପୂର୍ବରୁ ଆଘାତ ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଓହରିଯିବା ଫଳରେ…

“ଶ୍ରୀରାମଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିଥାଉ”: ଏଲ.କେ ଆଡ଼ଭାନୀ

ଲକ୍ଷ୍ନୌ: ୧୯୯୨ ମସିହାରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ବୁଧବାର ଏକ ସ୍ବତନ୍ତ୍ର ଅଦାଲତ ଦ୍ୱାରା ନିର୍ଦ୍ଦୋଷରେ ଖଲାସ   ହୋଇଛନ୍ତି ବିଜେପି ନେତା ଏଲ.କେ ଆଡଭାନୀ । ସେ କହିଛନ୍ତି ଯେ ଏହା ତାଙ୍କର ତଥା ତାଙ୍କ ଦଳର ରାମ ଜନ୍ମଭୂମି ଆନ୍ଦୋଳନ ପ୍ରତି ଥିବା ବିଶ୍ୱାସ ଏବଂ ପ୍ରତିବଦ୍ଧତାକୁ…

ଗଣିତ ଖେଳ : କାଗଜ ଭଙ୍ଗାରୁ କୋଣ

ଆମ ଚାରିପାଖେ ଥିବା ବିଭିନ୍ନ ଜିନିଷରେ ଆମେ ଅତି ସହଜରେ ୯୦ଂ କୋଣ ଦେଖି ପାରିବା । ଟେବଲରୁ ଚାରି କୋଣକୁ ଦେଖ, କବାଟ ବା ଝରକାର ଚାରି କୋଣକୁ ଦେଖ । ଏସବୁରେ ୯୦ଂ ମିଳି ଯାଇ ପାରିବ । ତୁମ ପଢା ବହି ବା ଖାତାର କୋଣ ମଧ୍ୟ ୯୦ଂ । ଏବେ ଆମେ ଅନ୍ୟ କିଛି କୋଣ ତିଆରି କରିବା, ଯେମିତିକି ୪୫ଂ,…

ଆସନ୍ତୁ ଜାଣିବା କାହାକୁ ଭଲ ଲାଗେନି ଜୁହୀ ଚାୱାଲାଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୁହୀ ଚାୱାଲା ତାଙ୍କ ଅଭିନୟ ଦକ୍ଷତା ଭଲ ଭାବେ ପ୍ରମାଣିତ କରି ପାରିଛନ୍ତି । ତାଙ୍କର ଗ୍ଲାମରସ ଲୁକ୍ ଓ ଅଭିନୟ ପାଇଁ ଅନେକ ପ୍ରଶଂସକ ପାଗଳ ହୋଇ ପଡନ୍ତି । ତେବେ ଆସନ୍ତୁ ଜାଣିବା ଜୁହୀଙ୍କ ଫିଲ୍ମ କାହାକୁ ଭଲ ଲାଗେ ନାହିଁ । ଏହି ରହସ୍ୟ ନିଜେ ଉଜାଗର କରିଛନ୍ତି…

ଉପନିର୍ବାଚନ ଖବର: ବାଲେଶ୍ଵର ସଦର ଓ ତିର୍ତ୍ତୋଲ ପାଇଁ ଦୁଇଗୋଟି କମିଟି ଗଠନ କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ତଦାରଖ ପାଇଁ ଓଡିଶା ବିଜେପି ସଭାପତି ସମୀର ମହାନ୍ତି ବୁଧବାର ଦୁଇଟି କମିଟି ଗଠନ କରିଛନ୍ତି। ବାଲେଶ୍ୱର ସଦର ପାଇଁ ୧୬ ଜଣିଆ କମିଟି ଗଠନ ହୋଇଥିବାବେଳେ ତିର୍ତ୍ତୋଲ ପାଇଁ ଗଠିତ କମିଟିରେ ୨୩ ଜଣ ସଦସ୍ୟ ଅଛନ୍ତି…

ବିହାର ନିର୍ବାଚନ ଦାୟିତ୍ଵରେ ଫଡନାଭିସ, ସିଟ ଆବଣ୍ଟନକୁ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବିଜେପିର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେପି ମୁଖ୍ୟ ଜେପି ନାଡା ବିହାର ବିଜେପି ନେତାଙ୍କ ସହ ଆଲୋଚନା କରିବା ପରେ ଆଜି ସନ୍ଧ୍ୟାରେ ଏହି ଘୋଷଣା କରାଯାଇଛି।…

ପୁଅର କୁରାଢ଼ୀ ଚୋଟରେ ବାପାଙ୍କ ମୃତ୍ୟୁ

ଯାଜପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ବାଛଳ ପଂଚାୟତ ବେହେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ଅଭିଯୋଗ । ମୃତକ ହେଲେ ବାଇଧର ବେହେରା (୭୨) । ଆଜି ପୂର୍ବାହ୍ନରେ…

୨ ବର୍ଷ ପରେ ସମୁଦ୍ରରୂ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ନିଖୋଜ ମହିଳା

ବୋଗାଟୋ: ୨ ବର୍ଷ ତଳୁ ନିଖୋଜ ଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ ଭାବେ ସମୁଦ୍ର ମଧ୍ୟରୁ ଜୀବିତ ଅବସ୍ଥାରେ ଊଦ୍ଧାର ହୋଇଛନ୍ତି । କଲମ୍ବିଆ ସମୂଦ୍ରକୂଳରୁ ୨ କିଲୋମିଟର ମଧ୍ୟରେ ଏହି ମହିଳାଙ୍କୁ ମତ୍ସ୍ୟଜୀବୀ ରୋନାଲ୍ଡ ବିସବଲ ଓ ତାଙ୍କ ବନ୍ଧୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ୪୬ ବର୍ଷୀୟ…

ବାବ୍ରି ମସଜିଦ ପ୍ରସଙ୍ଗ: ଏହି ଯୁକ୍ତି ରଖି ସଭିଙ୍କୁ ନିର୍ଦୋଷରେ ଖଲାସ କଲେ ନ୍ୟାୟାଳୟ

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗା ଯିବା ମାମଲାରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଏକ ସ୍ୱତନ୍ତ୍ର କୋର୍ଟ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥାନରେ ଠିଆ ହୋଇଥିବା ବାବ୍ରି ମସଜିଦ ଭାଙ୍ଗିବା ସହ ଜଡିତ ୨୮ବର୍ଷ ପୁରୁଣା ମାମଲାର ରାୟକୁ ସ୍ୱତନ୍ତ୍ର…

କୋଭିଡ ପଜିଟିଭ ଚିହ୍ନଟ ହେଲେ ଟେଲି ଜଗତର ଏହି ହିଟ ଯୋଡି

ମୁମ୍ବାଇ: ୨୦୦୮ ମସିହାରେ ରାମାୟଣରେ ପ୍ରଭୁ ରାମ ଓ ସୀତାଙ୍କ ଭୂମିକାରେ ଅଭିନୟ କରି ଲୋକଙ୍କ ପ୍ରଶଂସା ସାଉଁଟି ଥିବା ଉଭୟ ରିଲ ଓ ରିୟଲ ଲାଇଫ କପୁଲ ଗୁରମିତ ଓ ଦେବୀନାଙ୍କୁ କରୋନା । ବର୍ତ୍ତମାନ ସେ ହୋମ ଆଇସଲେସନରେ ଥିବା କହିଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଏହି ଖବର ଜାଣିବା ପରେ…