Latest Odisha News

BREAKING NEWS

Yearly Archives

2020

ବାବ୍ରି ମସଜିଦ ମାମଲା ଶୁଣାଣି; କ’ଣ ପ୍ରତିକ୍ରିୟା ରଖିଲେ ବଲିଉଡ ତାରକା, ପଢ଼ନ୍ତୁ

ମୁମ୍ବାଇ: ଡିସେମ୍ବର ୬, ୧୯୯୨ ରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଅଭିଯୁକ୍ତ ସମସ୍ତ ୩୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ଖବରରେ ବୁଧବାର ଅନେକ ବଲିଉଡ ସେଲିବ୍ରିଟି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। Congratulations Mr Lal Krishna Advani you are now acquitted of…

UPSC ସିଭିଲ ସର୍ଭିସେସ୍ ପ୍ରିଲିମସ୍ ୨୦୨୦: ସ୍ଥଗିତାଦେଶ ଆବେଦନକୁ ଖାରଜ କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦କୁ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ପରୀକ୍ଷା ଅକ୍ଟୋବର ୦୪ ରେ ହେବ। ସର୍ବୋଚ୍ଚ ଅଦାଲତ, ଶେଷଥର ଆଶାୟୀଙ୍କୁ ଧ୍ୟାନରେ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ…

୭୧% ପିତାମାତା ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ପ୍ରସ୍ତୁତ ନୁହଁନ୍ତି: ସର୍ଭେ

ନୂଆଦିଲ୍ଲୀ: ସାରା ଦେଶରେ ସରକାର ସ୍କୁଲ ଖୋଲୁଛନ୍ତି,ତେଣୁ ଏ ନେଇ ଅଭିଭାବକଙ୍କ ଏକ ସର୍ଭେ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ, ସମୁଦାୟ ୭୧% ଅଭିଭାବକ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବାକୁ ଇଚ୍ଛୁକ ନୁହଁନ୍ତି । ନଅ ପ୍ରତିଶତ ଲୋକ ଏ ନେଇ ଅନିଶ୍ଚିତାରେ ରହିଛନ୍ତି । ଲୋକାଲ୍ ସର୍କଲ୍ସ…

ଟ୍ରେଣ୍ଡରେ ଏବେ ଗୁଚିର ଏହି ଘାସ ଦାଗ ଲାଗିଥିବା ପ୍ୟାଣ୍ଟ; ଯାହାର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ନିଜର କ୍ୱାଲିଟି, ନିଆରା ଡିଜାଇନ ଓ ଉପସ୍ଥାପନା ପାଇଁ ବ୍ରାଣ୍ଡେଡ଼ କପଡା ଗୁଡିକ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ । ଅନ୍ୟପଟେ ଟପ୍ ଡିଜାଇନ୍ ଏବଂ ଅତ୍ୟଧିକ ପ୍ରାଇସ୍ ଟ୍ୟାଗ୍ ପାଇଁ ମଧ୍ୟ ସେଗୁଡ଼ିକ ଲୋକପ୍ରିୟ । ଗୁଚି ହେଉଛି ଏହିପରି ଏକ ଆଗଧାଡ଼ିର ବ୍ରାଣ୍ଡ ।…

କରୋନା କାଳର ପ୍ରସିଦ୍ଧ ଶବ୍ଦ । ଜାଣନ୍ତୁ କଣ ଏହି ଶବ୍ଦଗୁଡିକ ।

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଅନେକ ନୂତନ ଶବ୍ଦ ଉତ୍ପନ୍ନ ହୋଇଛି । ଯେପରିକି ସାମାଜିକ ଦୂରତା, କଣ୍ଟାକ୍ଟ ଟ୍ରେସିଙ୍ଗ୍ ଭଳି ବିଭିନ୍ନ ଶବ୍ଦ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏଇ ଯେମିତି କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁ ନ ଥିବା ଲୋକଙ୍କୁ ‘କୋଭିଡିୟଟ୍‌’ କୁହାଯାଉଛି ।…

ମହିଳା ଚାଷୀ ମୀନତିଙ୍କ ପାଇଁ ନୂଆ ସୁଯୋଗ ଆଣିଦେଲା ରିଲାଏନ୍ସ ଫାଉଣ୍ଡେସନର କୃଷି ପରାମର୍ଶ

ବାଲେଶ୍ୱର: ବାଲିଆପାଳ ପୁରୁଲିଆ ଗାଁର ମହିଳା ଚାଷୀ ମୀନତି ପ୍ରଧାନ । ପ୍ରାୟ ଦୁଇ ଏକର ଜମିରେ ଖରିଫ ଋତୁରେ ଧାନ ଓ ରବି ଋତୁରେ ବାଦାମ ଓ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ଗତ ଖରିଫ ଋତୁରେ ପ୍ରାୟ ଏକ ଏକର ଧାନ କ୍ଷେତରେ ହଠାତ୍ ରୋଗପୋକ ଲାଗିଲେ । ପତ୍ରଗୁଡିକ ହଳଦିଆ ହୋଇଗଲା ।…

ରାଜ୍ୟର ଏହି ୧୪ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୪ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ଗଞ୍ଜାମ, ଗଜପତି, କନ୍ଧମାଳ, ଦେଓଗଡ଼, ଅନୁଗୁଳ, ସୋନପୁର,…

ଖୋଲିବ ଚନ୍ଦକା ଅଭୟାରଣ୍ୟ; ଜାଣନ୍ତୁ କେବେଠୁ

ଭୁବନେଶ୍ୱର: କୋଭିଡ ପାଇଁ ବିଗତ ୬ ମାସ ହେବ ବନ୍ଦ ରହିଛି ସମସ୍ତ ପର୍ଯ୍ୟଟନ ସ୍ଥଳୀ । ତେବେ ଗତ ୨ ଦିନ ତଳେ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟରେ ସମସ୍ତେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଖୋଲିବ ନେଇ ନିଷ୍ପତ୍ତି ହୋଇଛି । ତେବେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଚନ୍ଦକା ଅଭୟାରଣ୍ୟ । କୋଭିଡ…

ଉତ୍ତରପ୍ରଦେଶରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମୀର୍ଜାପୁର: ଉତ୍ତରପ୍ରଦେଶରେ ଜଣେ ଓଡ଼ିଆ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ । ମୃତ ଯୁବକଙ୍କ ନାମ ହେଉଛି ଜୀବନନ୍ଦୁ ରଥ । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁସାରେ,…

ମାସ୍କ ଦୁର୍ନୀତି: ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦଣ୍ଡ ଦେବେ ସରକାର

ଭୁବନେଶ୍ୱର: କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…