Latest Odisha News

BREAKING NEWS

Yearly Archives

2020

ମହାରାଷ୍ଟ୍ରର କେମିକାଲ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ମୁମ୍ବାଇ: ପୁଣି ମହାରାଷ୍ଟ୍ରର ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରୁ ପୁନେର କୁରକୁମ୍ଭ ଏମ୍‌ଆଇଡିସି ଅଂଚଳରେ ଥିବା ଏକ ରାସାୟନିକ କାରଖାନାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଚାରିଆଡେ ପୁରା ଧୁଆଁମୟ ହୋଇଯାଇଥିଲା । ସେପଟେ ନିଆଁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ:  ତା୧-୧୦-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧ ରିଖ ଗୁରୁବାର କନ୍ୟା ୧୬ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଉତ୍ତରଭାଦ୍ର  ନକ୍ଷତ୍ର ମୀନ ଚନ୍ଦ୍ର   ଘାତ ବାର-: ତୁଳା ଓ କୁମ୍ଭ…

ଆନ୍ତର୍ଜାତୀୟ ଭ୍ରମଣ ଏବଂ ଭିସା ଉପରେ ଅକ୍ଟୋବର ୩୧ ଯାଏଁ ପ୍ରତିବନ୍ଧକ ବିସ୍ତାର କଲା DGCA

ନୂଆଦିଲ୍ଲୀ: କୋଭିଡ ମହାମାରୀରେ ଯୋଗୁଁ ଭ୍ରମଣ ଏବଂ ଭିସା ପ୍ରତିବନ୍ଧକକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନଲକ୍ ୫.୦ ଗାଇଡଲାଇନର ଏକ ଅଂଶ ଭାବରେ ବୁଧବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାର ଅନୁଯାୟୀ,…

ଆସିଲା ଅନଲକ୍ ୫.୦ ନିର୍ଦେଶାବଳୀ: ପଢନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ନୂଆଦିଲ୍ଲୀ: କୋଭିଡ-୧୯ ବିସ୍ତାରକୁ ରୋକିବା ପାଇଁ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିବା ଦେଶବ୍ୟାପୀ ତାଲା ବନ୍ଦ ପର୍ଯ୍ୟାୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ବୁଧବାର ଦିନ ନୂତନ ନିର୍ଦ୍ଦେଶନାମା ଜାରି କରିଛି। କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଅଧିକ କାର୍ଯ୍ୟକଳାପ ଖୋଲିବା ପାଇଁ…

ଆସନ୍ତୁ ଜାଣିବା ଡି’ଭିଲର୍ସଙ୍କୁ କାହିଁକି କୋହଲି ବିସ୍କୁଟ ଡାକନ୍ତି

ଦୁବାଇ: ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବି ଡି’ଭିଲର୍ସଙ୍କ ବନ୍ଧୁତା କାହାକୁ ଅଛପା ନାହିଁ । ତେବେ କୋହଲି ତାଙ୍କ ବନ୍ଧୁଙ୍କୁ କାହିଁକି ବିସ୍କୁଟ ଡାକନ୍ତି ଆସନ୍ତୁ ଜାଣିବା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ସହିତ ଡି’ଭିଲର୍ସ ଯୋଡି ହେବା ପରେ…

ମଥୁରା କୃଷ୍ଣ ଜନ୍ମଭୂମିକୁ ନେଇ ଆଗତ ଆବେଦନ ଖାରଜ

ମଥୁରା: ମଥୁରାର କୃଷ୍ଣ ଜନ୍ମଭୂମିକୁ ନେଇ କରାଯାଇଥିବା ଆବେଦନ କୋର୍ଟରେ ଖାରଜ ହୋଇଯାଇଛି । ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ପରେ ଏହି ବିବାଦ କୋର୍ଟରେ ପଂହଚିଥିଲା । ମୋଗଲ ସମ୍ରାଟ ଔରଙ୍ଗଜେବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ବିବେଚନା କରାଯାଉଥିବା ମଥୁରା ମନ୍ଦିରର ଏକ ଅଂଶ ଭାଙ୍ଗି ମସଜିଦ…

ଧୋନୀଙ୍କ କମ୍ପାନୀ ପ୍ରସ୍ତୁତ କରିବ ଅଘୋରୀଙ୍କ ରହସ୍ୟମୟ ଜୀବନ ଉପରେ ୱେବ ସିରିଜ

ରାଂଚି: ଅଘୋରୀଙ୍କ ରହସ୍ୟମୟ ଜୀବନ ଉପରେ ୱେବ ସିରିଜ ପ୍ରସ୍ତୁତ କରିବାକୁ ଯାଉଛି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ଏଟଂରଟେନମେଂଟ କମ୍ପାନୀ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନୀ ୨୦୧୯ରେ ଧୋନୀ ଏଂଟରଟେନମେଂଟ ମିଡିଆ କମ୍ପାନୀ ଖୋଲିଥିଲେ । ଏହି ୱେବ ସିରିଜରେ ଉଭୟ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨୧୯

ଭୁବନେଶ୍ୱର: କୋଭିଡ-୧୯ରୁ ବୁଧବାର ଦିନ ୪୨୧୯ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଉଦ୍ଧାର ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ୬୨୮ ଜଣ ଖୋର୍ଦ୍ଧା, ୪୯୪ କଟକରୁ, ୨୬୪ ପୁରୀରୁ, ୨୩୨ ଝାରସୁଗୁଡାରୁ, ୨୦୯ ଅନୁଗୁଳରୁ, ୧୬୩ ଜଗତସିଂହପୁରରୁ, ୧୬୧ କେନ୍ଦ୍ରାପଡାରୁ , ମୟୂରଭଞ୍ଜରୁ…

ରାଜଧାନୀରେ ବେଆଇନ ମଦ କାରବାର, ଜଣେ ଗିରଫ

ଭୁବନେଶ୍ୱର: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଏକ୍ସାଇଜ୍ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ବୁଧବାର ସହରରେ ବହୁ ପରିମାଣର ବିଦେଶୀ ମଦ ଏବଂ ଦେଶୀ ମଦ ଜବତ କରିଛି ଅଧିକାରୀଙ୍କ ଏକ ଦଳ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ୍ସାଇଜ୍ ଅଧିକାରୀଙ୍କ…

ଲଞ୍ଚ ହେଲା ନୂତନ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଲୋଗୋ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ବୁଧବାର ମେଜର ଧାନ ଚାନ୍ଦ ଷ୍ଟାଡିୟମରେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (SAI) ର ଏକ ନୂଆ ଲୋଗୋ ଲଞ୍ଚ କରିଛନ୍ତି। ଏହା କ୍ରୀଡା ଇକୋସିଷ୍ଟମରେ ଅଗ୍ରଣୀ ଏବଂ କ୍ରୀଡା ଉତ୍କର୍ଷକୁ ପ୍ରୋତ୍ସାହିତ କରିବାର ପ୍ରାଥମିକ ଏଜେଣ୍ଟ…