ସେପ୍ଟେମ୍ବର ୨୫ ଯାଏଁ ଓଡିଶାର ଏହି ହସ୍ପିଟାଲ ବନ୍ଦ
କେନ୍ଦ୍ରାପଡା: ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ କରୋନା ପଜିଟିଭ ଚିହ୍ନଟ ହେବାପରେ କେନ୍ଦ୍ରାପଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସେପ୍ଟେମ୍ବର ୨୫ ତାରିଖ ଯାଏଁ ବନ୍ଦ କରାଯାଇଛି।
ଏସମ୍ପର୍କରେ କେନ୍ଦ୍ରାପଡା ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ…