Latest Odisha News

BREAKING NEWS

Yearly Archives

2020

ଲଢୁଆ ବିମାନ ରାଫେଲ୍ ଉଡାଇବେ ବାୟୁସେନାର ମହିଳା ପାଇଲଟ୍‌!

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଲଢୁଆ ରାଫେଲ୍ ବିମାନ ଉଡାଇବେ ବାୟୁସେନାର ମହିଳା ପାଇଲଟ୍ । ବାୟୁସେନାର ଜଣେ ମହିଳା ପାଇଲଟ୍ ‘ଗୋଲଡେନ୍ ଏରୋ’ ସ୍କ୍ୱାର୍ଡନରେ ସାମିଲ ହେବାକୁ ଯାଉଛନ୍ତି । ମହିଳା ପାଇଲଟ ଜଣକ ରାଫେଲ୍ ବିମାନ ଉଡାଇବା ଲାଗି ଟ୍ରେନିଂ ନେଉଥିବା ନେଇ ସୋମବାର ଦିନ ସୁତ୍ରରୁ ପ୍ରକାଶ…

ଆଇଆଇଏମ୍‍ସିରେ ଶ୍ରଦ୍ଧାଞ୍ଜଳି ଅର୍ପଣ; ‘ସଂସ୍ଥାନର ବଡ଼ ସ୍ତମ୍ଭ ଥିଲେ ଅଭୟ ପାଢ଼ୀ’

ଢେଙ୍କାନାଳ: ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି) ଯେଉଁ ଦିନରୁ ଆରମ୍ଭ ହୋଇଛି, ସେହିଦିନଠାରୁ ଅଭୟ ପାଢ଼ୀ ଏହା ସହ ଜଡ଼ିତ ହୋଇ ରହିଛନ୍ତି । ସଂସ୍ଥାନର ପ୍ରତିଟି କଥାରେ ସହଭାଗୀ ହୋଇଛନ୍ତି । ଦୀର୍ଘ ୨୮ ବର୍ଷ ଧରି ଆଇଆଇଏମସିର ଛାତ୍ରଛାତ୍ରୀଙ୍କୁ ସେ ପାଠ ପଢାଇଛନ୍ତି । ତାଙ୍କର ବିୟୋଗରେ…

ଓଡିଆ ପର୍ବତାରୋହୀ ନୀଳାଚଳଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଲେ ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍

ଭୁବନେଶ୍ୱର: କରୋନା ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସଜାଇଲା ପରିବା ବ୍ୟବସାୟୀ । କିନ୍ତୁ ଏ ଭିତରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଫ୍ରି ଡେଲିଭରିର ବ୍ୟବସ୍ଥା କରିଛନ୍ତି । ଏ ନେଇ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ଆଜିର ଆଇପିଏଲ ମ୍ୟାଚରେ ସମ୍ମାନ…

ବିଏସଏଫ୍ ଆଇଜି ହେଲେ ଓଡିଶା କ୍ୟାଡରର ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡିଶା-କ୍ୟାଡର ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ କେନ୍ଦ୍ର ପକ୍ଷରୁ ନିଯୁକ୍ତ କରାଯାଇଛି । ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠିରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି, ୧୯୯୩ ବ୍ୟାଚ୍…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୩୦୬ ପଜିଟିଭ; ୫୦୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୦୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଜଳକ୍ରୀଡ଼ା ହେଲା କାଳ: ପାଣିରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପାଣିରେ ବୁଡି ପ୍ରାଣ ହରାଇଛନ୍ତି ୨ ନାବାଳକ । ବାଂଶଡା ଥାନା ମଝିସାହିର ଜଗନ ମହାଳିକ(୯) ଓ ମନୋଜ ମହାଳିକ(୧୨) ଏକ କେନାଲରେ ଗାଧୋଇବାକୁ ଯାଇ କେନାଲ ପାଣିରେ ବୁଡିଯାଇ ପ୍ରାଣ ହରାଇଥିବା ସୁଚନା ମିଳିଛି । ଆଜି…

କରୋନା ମହାମାରୀକୁ ପରାସ୍ତ କଲେ ୯୧ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ପରାସ୍ତ କରିଛନ୍ତି ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ। ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ…

ମା’ ବିରଜାଙ୍କ ଶାରଦୀୟ ପୂଜାତ୍ସୋବର ଚୂଡ଼ାନ୍ତ କାର୍ଯ୍ୟସୂଚୀ…

ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସେପ୍ଟେମ୍ୱର ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ ଦିନ, ମା’ ବିରଜାଙ୍କ ଘଟ ନିମଜ୍ଜନ ଏବଂ ରାତ୍ର ଘ. ୮.୨୧ ମିନିଟ୍ ରୁ ଘ. ୯.୦୮ ମିନିଟ୍ ମଧ୍ୟେ ଦେବୀଙ୍କର ମହାସ୍ନାନ…

ବିଜ୍ଞାନ ଖେଳ : ରଙ୍ଗରୁ ରଙ୍ଗ ଅଲଗା କର

ଆମ ଚାରିପାଖରେ ଭଳିକି ଭଲି ରଙ୍ଗ । ପୁଣି କଲର ବକ୍ସରେ ବି କେତେପ୍ରକାର ରଙ୍ଗ । ଏସବୁ ରଙ୍ଗକୁ ମିଶାଇ ଆମେ ଅନେକ ପ୍ରକାର ଚିତ୍ର କରୁ । ପୁଣି କଲର୍ ବକ୍ସରେ ଯେଉଁ ରଙ୍ଗ ନଥାଏ , ସେହି ରଙ୍ଗ ପାଇବା ଲାଗି ଆମେ ଦୁଇ ବା ତିନି ପ୍ରକାର ରଙ୍ଗ ମିଶାଏ । ପ୍ରକୃତି ବି ଠିକ୍ ସେମିତି କରିଥାଏ ।…

ନଦୀକୁ ଖସିପଡ଼ିଲା ୩୦ ଜଣ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଜାପୁର: ନଦୀ ଗର୍ଭକୁ ଖସିପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌ । ଛତିଶଗଡ଼ ବିଜାପୁର ଅଞ୍ଚଳରେ ନକ୍ସଲ ବିରୋଧି ଅପରେସନ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଡିଆରଜି ଯବାନଙ୍କ ଗାଡ଼ି। ଏହି ବସରେ ପାଖାପାଖି ୩୦ ଜଣ ଯବାନ ଥିବା ବେଳେ ସୌଭାଗ୍ୟ ବଶତଃ ଏମାନେ ସମସ୍ତେ…