Latest Odisha News

BREAKING NEWS

Yearly Archives

2020

ଫ୍ଲିପକାର୍ଟ ଭିଡିଓ ରିଅଲିଟି କାର୍ଯକ୍ରମ ‘ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋ’ରେ ଓଡିଆ ଝିଅ ଅରୁନ୍ଧତୀ

ଭୁବନେଶ୍ୱର: ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋରେ ଓଡିଆ ଝିଅ ଅରୁନ୍ଧତୀ ଗଡନାୟକ । ଯେଉଁ ସୋରେ ସେଲେବ୍ରିଟି ଡ୍ୟାନ୍ସରମାନେ ଟ୍ରଫି ଜିତିବା ପାଇଁ ସଂଘର୍ଷ କରିଥାନ୍ତି ସେହିଭଳି ଏକ ପ୍ଲାଟଫର୍ମରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ସେ । ଫ୍ଲିପକାର୍ଟ ଆପ ଭିଡିଓରେ ଏହି ପ୍ରତିଯୋଗିତା…

ସର୍ବ କନିଷ୍ଠ ଗ୍ରାଣ୍ଡ ସ୍ଲାମ ବିଜେତା ହେଲେ ଡୋମିନିକ୍ ଥିଏମ

ନ୍ୟୁୟର୍କ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଅଷ୍ଟ୍ରିଆର ଡୋମିନିକ୍ ଥିଏମ ୨-୬, ୪-୬, ୬-୪, ୬-୩, ୭-୬ ସେଟରେ ଜର୍ମାନୀର ଆଲେକଜାଣ୍ଡର ଜୋରେଭଙ୍କୁ ପରାସ୍ତ କରି ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସେ ଅଷ୍ଟ୍ରିଆର ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ୭୧ ବର୍ଷ ପରେ…

ରେଡମି ୯ଏ ନୂଆ ଭାରିଆଣ୍ଟ ଲଞ୍ଚ, ମୂଲ୍ୟ ଏବଂ ବୈଶିଷ୍ଠ୍ୟ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ସାଓମି ନିକଟରେ ରେଡମି ୯ଏ ବଜେଟ୍ ସ୍ମାର୍ଟଫୋନ୍ ରେଡମି ୯ଏ କୁ ଦୁଇଟି ଷ୍ଟୋରେଜ୍ ବିକଳ୍ପ ସହିତ ସର୍ବଭାରତୀୟ ସ୍ତରରେ ଉପସ୍ଥାପନ କରିଛି | ବର୍ତ୍ତମାନ କମ୍ପାନୀ ଚାଇନାରେ ଏହି ସ୍ମାର୍ଟଫୋନର ନୂତନ ୪ଜିବି ରାମ + ୬୪ଜିବି ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚ…

‘ମନ୍ଦିରର ସେବାୟତଙ୍କୁ ମିଳିବନି କୌଣସି ଆର୍ଥିକ ସହାୟତା’

ଭୁବନେଶ୍ୱର: ମନ୍ଦିରର ସେବାୟତଙ୍କୁ ମିଳିବନି କୌଣସି ଆର୍ଥିକ ସହାୟତା । ଏନେଇ ଆଜି ସଫା ସଫା କହିଛନ୍ତି ରାଜ୍ୟ ସରକାର । ବାୟତଙ୍କୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ଏପରି ହେଲେ ସମ୍ବିଧାନ ଧାରା ୨୭ର…

ଆଇପିଏଲ ମାନିଆ: ଟ୍ୱିଟର ଆଣିଲା ନୂଆ ଇମୋଜି

ନୂଆଦିଲ୍ଲୀ: ଆରମ୍ଭ ହେବ ଭାରତର ମହାପର୍ବ ଆଇପିଏଲ । ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ପ୍ରଶଂସକଙ୍କ ଉତ୍ସାହକୁ ବଢ଼େଇବା ପାଇଁ ଟ୍ୱିଟର ଆରମ୍ଭ କରିଛି କିଛି ସ୍ୱତନ୍ତ୍ର ଏମୋଜି ଅଭିଯାନ । ଟ୍ୱିଟର ଆଣିଛି ନଅଟି ଭିନ୍ନ ଏମୋଜି, ଯାହା ୭ଟି ଭିନ୍ନ ଭାଷାରେ ଉପଲବ୍ଧ ହେବ । ଏହି…

ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ରବିବାର ଦିନ ମଧ୍ୟ ବିଧାନସଭା ବୈଠକ ହେବ ବୋଲି ସୁତ୍ରରୁ ପ୍ରକାଶ। ଅଧିକ…

ଏସବିଆଇ ଫିକ୍ସଡ଼ ଡିପୋଜିଟ ସୁଧ ହାର ହ୍ରାସ କରିଛି, ଜାଣନ୍ତୁ ନୂଆ ହାର କ’ଣ ହୋଇଛି

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛି । ଫିକ୍ସଡ଼ ଡିପୋଜିଟ ଉପରେ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖୁଚୁରା ଘରୋଇ ଟର୍ମ ଜମା ଉପରେ ୨ କୋଟିରୁ କମ୍ ଟଙ୍କା ଜମା ଉପରେ ୧ ରୁ ୨ ବର୍ଷ ପାଇଁ ୦.୨୦% ହ୍ରାସ…

ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂଙ୍କୁ କରୋନା

ଲକ୍ଷ୍ନୌ: ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବ ରାଜ୍ୟପାଳ କଲ୍ୟାଣ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ଏହା ପଜିଟିଭ ଆସିଛି । ଏହି ବରିଷ୍ଠ ନେତାଙ୍କୁ ସଞ୍ଜୟ ଗାନ୍ଧୀ…

ସ୍କୁଲ ଫି ଛାଡ ପ୍ରସଙ୍ଗ: ଆପୋଷ ବୁଝାମଣାରେ ବାହାରିଲା ସମାଧାନର ବାଟ

କଟକ: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ତୁଟିଛି ବିବାଦ। ରାଜ୍ୟ ସରକାରଙ୍କ ମଧ୍ୟସ୍ଥତାରେ ଆପୋଷ ବୁଝାମଣାରେ ସମାଧାନର ବାଟ ବହାର କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଏକ ବୈଠକ ମାଧ୍ୟମରେ ବିବାଦ ତୁଟିଥିବା ଜଣାପଡ଼ିଛି । ଏହି ସମାଧାନର ପ୍ରସ୍ଥାବକୁ…

ଡ୍ରଗ୍ସ କାରୋବାରରେ ମାଆଙ୍କ ଫୋନ ବ୍ୟବହାର କରୁଥିଲେ ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ପଡିଛନ୍ତି ରିୟା ଚକ୍ରବର୍ତି । ଡ୍ରଗ୍ସ ଚୋରା କରୋବାରରେ ସେ ଜଡିତ ଥିବା ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି । ସୋମବାର ଏନସିବି ଆଉ ଏକ ଚାଂଚଲ୍ୟକର ତଥ୍ୟ ସର୍ବସମ୍ମୁଖକୁ ଆଣିଛି । ରିୟା ଡ୍ରଗ୍ସ କାରୋବାର ପାଇଁ…