Latest Odisha News

BREAKING NEWS

Yearly Archives

2020

‘କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ ଚ୍ୱବନପ୍ରାଶ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ମହାମାରୀ କରୋନା । ତେବେ ଭାରତରେ ସଂକ୍ରମିତଙ୍କ ତୁଳଦାରେ ସୁସ୍ଥ ହାର ଢ଼େର ଅଧିକା ରହିଛି । ତେଣୁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ କିଭଳି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ସେନେଇ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ୍…

କନ୍ଧମାଳରେ ମାଓ ପୋଷ୍ଟର, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବୁର୍ତ୍ତମଗଡ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ବ୍ୟାନର ଜରିଆରେ ମାଓବାଦୀମାନେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏହାସହ…

ଅତୀକ ଅହମ୍ମଦ ଗ୍ୟାଙ୍ଗଠାରୁ ୧୦୦ କୋଟି ଛଡାଇ ଆଣିଲେଣି ଯୋଗୀ ସରକାର

ଲକ୍ଷ୍ନୌ:ଉତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଅପରାଧୀଙ୍କ ପାଇଁ ଦୁଃସ୍ୱପ୍ନ ସାଜିଛନ୍ତି । ସବୁଠାରୁ ବଡ ଡନ ଅତୀକ ଅହମ୍ମଦ ଉପରେ ଏବେ ଯୋଗୀ ଛାଟ ପଡିବାରେ ଲାଗିଛି । ରିପୋର୍ଟ ମୁତାବକ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଅବୈଧ ସମ୍ମତି ଜବତ ଯୋଗୁ ଅତୀତର ଅଂଟା ଭାଙ୍ଗିଗଲାଣି । ୧୪ (୧)…

ଓଡିଶା କଂଗ୍ରେସ ପ୍ରଭାରୀଙ୍କୁ କରୋନା

ଭୁବନେଶ୍ୱର: ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନମୁନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ…

ମନେ ରହିବେ ହାକିମ ବାବୁ…

ଭୁବନେଶ୍ୱର: କିଏ କହୁଥିଲା ହାକିମ ବାବୁ ତ ଆଉ କିଏ ସରପଂଚ ବାବୁ । ଓଲିଉଡକୁ ଭେଟି ଦେଇଥିଲେ କପାଳ ଲିଖନ ଓ ସିନ୍ଦୁର ବିନ୍ଦୁ ଭଳି କାଳଜୟୀ ସିନେମା । ଜଣେ ମଂଚ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟଗୁରୁ ଏବଂ ଜଣାଶୁଣା ଓଡ଼ିଆ ନାଟ୍ୟକାର ଅଜିତ ଦାଶ । ମଂଚ ଅଭିନୟ ଶିକ୍ଷାନୁଷ୍ଠାନ, ଅଭିନୟ ଜାଗୃତ…

ଫ୍ଲିପ୍‌କାର୍ଟ ଓ ଆମାଜାନ୍‌ଠାରୁ ଆଦାୟ ହେବ ଜରିମାନା !

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପଲ୍ୟୁସନ୍ କଣ୍ଣେ୍ଟ୍ରାଲ ବୋର୍ଡକୁ ମିଳିଛି ନିର୍ଦ୍ଦେଶ । ଯାଂଚ ହେବ ପରିବେଶ ବିରୋଧୀ କାର୍ଯ୍ୟକଳାପ । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର କରୁଥିବା କମ୍ପାନୀକୁ ପ୍ରଥମେ ଚେତାବନୀ ଦିଆଯିବ । ଚେତବନୀକୁ ଅଣଦେଖା କଲେ ସେମାନଙ୍କଠୁ ମୋଟା ଅଙ୍କର ଜରିମାନା ଆଦାୟ କରିବ…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ: ଅଣ୍ଟା ଭିଡିଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ବିଜେଡିରେ ଜୋରଦାର ରଣନୀତି ଚାଲିଛି । ତିର୍ତ୍ତୋଲ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ସରିଛି । ୫ ଜଣ ନେତା ତିର୍ତ୍ତୋଲ ଦାୟିତ୍ୱରେ ଅଛନ୍ତି । ଦେବାଶିଷ ସାମନ୍ତରାୟ,…

ଓଲିଉଡର ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ଅଜିତ ଦାସ ଆଉ ନାହାଁନ୍ତି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୭୧ ବର୍ଷିୟ ଅଜିତ ଦାସ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ । ଏଥିସହ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ହସପିଟାଲରେ ତାଙ୍କର ଚିକିତ୍ସା ଜାରି…

ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାହାର ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ତେବେ ୧୫…

KBCରେ ୫ କୋଟି ଜିତି ପଶ୍ଟାତାପ କରୁଛନ୍ତି ସୁଶୀଲ କୁମାର !

ବିହାର: କୌନ ବନେଗା କରୋଡପତି ଭଳି ସୁପରହିଟ୍ କୁଇଜ୍ ସୋ'ରେ ଚହଳ ଖେଳାଇଥିଲେ ସୁଶୀଲ କୁମାର । ୫କୋଟି ଭଳି ମୋଟା ଅଙ୍କର ଅର୍ଥରାଶି ଜିତି ସେ ଆଜି ପର୍ଯ୍ୟନ୍ତ କେବିସିରେ ରେକର୍ଡଧାରୀଙ୍କ ତାଲିକାରେ ଆଗୁଆ ରହିଛନ୍ତି । ହେଲେ ଏବେ ସେ ପଶ୍ଚାତାପ କରୁଥିବା ନେଇ ଖୋଦ ନିଜେ ପ୍ରକାଶ କରିଛନ୍ତି ।…