Latest Odisha News

BREAKING NEWS

Yearly Archives

2020

କଙ୍ଗନାଙ୍କ ସମର୍ଥନରେ ସୁରଟରେ ମଣିକର୍ଣ୍ଣିକା ଶାଢ଼ୀ

ମୁମ୍ବାଇ: ମହାରାଷ୍ଟ୍ର ସରକାର ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଟାର୍ଗେଟ କରୁଥିବା ବେଳେ ଦେଶରେ ଅନ୍ୟ ସ୍ଥାନରେ ସମର୍ଥନର ସୂଅ ଛୁଟିବାରେ ଲାଗିଛି । ସୁରଟରେ ପୁରୁଷୋତମ ଝୁନଝୁନୱାଲା ନାମକ ଜଣେ କପଡା ବ୍ୟବସାୟୀ କଙ୍ଗନା ଶାଢ଼ୀ ବାହାର କରିଛନ୍ତି । ଏଥିରେ ମଣିକର୍ଣ୍ଣିକା ପୋଷ୍ଟର…

ନିର୍ମାଣଧୀନ ବୃଦ୍ଧାଶ୍ରମ ଓ ମାନସିକ ରୋଗୀଙ୍କ ଆଶ୍ରୟସ୍ଥଳୀ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶନିବାର ଦିନ ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଙ୍ଗ ଠାରେ ନିର୍ମାଣଧୀନ ୨୦୦ ବେଡ୍ ବିଶିଷ୍ଟ ବୃଦ୍ଧାଶ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେହିପରି କର୍ଲାଖମନଠାରେ ତିଆରି ଚାଲିଥିବା ୧୦୦ ବେଡ୍ ବିଶିଷ୍ଟ ମାନସିକ…

ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ମାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢ଼ୁଛି ଦିନକୁ ଦିନ ବିବାଦ । ଶିବସେନା ଓ କଙ୍ଗନାଙକ୍ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଏହାରି ଭିତରେ କଙ୍ଗନା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି । ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ହେବା ନେଇ…

ସୁଶାନ୍ତ ସିଂ ରାଜପୁତଙ୍କ ସହ ଏହି ଝିଅ କିଏ ?

ମୁମ୍ବାଇ: ସାରା ଦେଶରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନାରାବାଜି ଚାଲିଛି । ଜୁନ୍ ୧୪ରେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ସୁଶାନ୍ତ । ସେବେଠୁ ନୋପୋଟିଜିମ୍ ଓ ମାନସିକ ଅସୁସ୍ଥତା ମଧ୍ୟରେ ଏକ ତର୍କବିତର୍କ ଚାଲିଆସିଛି । କରନ ଜୋହର, ଆଲିୟା ଭଟ୍ଟ ଓ ସୋନମ କାପୁରଙ୍କ ଭଳି ବଲିଉଡ ଷ୍ଟାର ଏବେ…

ମହାମାରୀ ଭିତରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସୋମବାରଠୁ ଆରମ୍ଭ ହେବ ଚଳିତ ମୌସୁମୀ ଅଧିବେଶନ । କରୋନା ମହାମାରୀ ଭିତରେ ଅନେକ ଦିଗକୁ ଗୁରୁତ୍ୱ ଦେଇ ଏହି ଅଧିବେଶନ ବସିବାକୁ ଯାଉଛି । ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଏହି ବୈଠକ ହେବନି ବୋଲି ଜଣେ…

ଭୁବନେଶ୍ୱରରେ ୧୬ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୯୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୯୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ ଜଣ ହୋମ୍…

ଅଜିତ ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁୁବନେଶ୍ୱର: ଓଲିଉଡର ବର୍ଷିଆନ୍ ଅଭିନେତା ଅଜିତ ଦାଶଙ୍କ ଆଜି ପରଲୋକ ହୋଇଛି । ୭୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ…

କଲରାପତରିଆ ବାଘ ଛାଲ ଜବତ; ୪ ଅଟକ

ନବରଙ୍ଗପୁର: ନବରଙ୍ଗପୁରରୁ ଶନିବାର ଦିନ ବନ ବିଭାଗ କର୍ମଚାରୀ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ୱାଇଲ୍ଡଲାଇଫ୍ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ନବରଙ୍ଗପୁର ଫରେଷ୍ଟ ରେଞ୍ଜ…

ଦିଲ୍ଲୀ ହିଂସା : ପୋଲିସ ଚାର୍ଜଶିଟରେ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବଙ୍କ ନାମ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ପୋଲିସ ଚାର୍ଜଶିଟ ଦାଖଲ କରିଛି । ଏଥିରେ ସିପିଏମର ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ ଓ ଦିଲ୍ଲୀ ୟୁନିଭର୍ସଟି ପ୍ରଫେସର ଜୟତି ଘୋଷଙ୍କ ନାମ ରହିଛି । ପୋଲିସ ସ୍ପଷ୍ଟ କରିଛି ଏମାନେ ଅଭିଯୁକ୍ତ ନୁହନ୍ତି, ଜଣେ ଅଭିଯୁକ୍ତ ଏମାନଙ୍କ…

ସରକାରୀ ନିୟମକୁ ଫୁ, କରୋନାରେ ଚାଲିଥିଲା ସ୍କୁଲ୍ !

ଉତ୍ତରପ୍ରଦେଶ: ଚାରିଆଡେ କରୋନା କହର । ସରକାରୀ ନିୟମ ଥିଲା ବନ୍ଦ ରହିବ ସ୍କୁଲ । ହେଲେ ଅନ୍‌ଲାଇନ୍‌ରେ ଚାଲିବ କ୍ଲାସ୍ । ତେବେ ସରକାରୀ ନିୟମକୁ ନ ମାନି, କରୋନା କଟକଣାକୁ ଅଣଦେଖା କରି ଚାଲିଥିଲା ସ୍କୁଲ । ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମିଳିଲା ନିଲମ୍ବନ ଆଦେଶ । ସୋସିଆଲ ମିଡିଆରେ…