Latest Odisha News

BREAKING NEWS

Yearly Archives

2020

ସୁବର୍ଣ୍ଣପୁର: ୪୮୦ କେଜି ଗଞ୍ଜେଇ ସହ ପାଖାପାଖି ୧୦ ଲକ୍ଷ ଟଙ୍କା ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ଗାଡିରୁ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା ଏସଟିଏଫ। ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ ଚଢାଉକରି ଗଞ୍ଜାଇ ସହ ଟାଟା ପିକଅପ ଓ ହୋଣ୍ଡା…

ମୌସୁମୀ ଅଧିବେଶନ ପୂର୍ବରୁ ବସିବନି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ହେଲେ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ସର୍ବଦଳୀୟ ବୈଠକ ଡକାଯିବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ମୌସୁମୀ ଅଧିବେଶନ ଆସନ୍ତା ଅକ୍ଟୋବର ମାସରେ…

କେନ୍ଦୁଝରରେ ମା’ ଓ ଝିଅଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ଗ୍ରାମରେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନାନୁସାରେ, ଗତ ଶନିବାର ରାତିରେ ଚମ୍ପୁଆ ଥାନା ଅଧୀନରେ ଥିବା ଧଲଡିହି ଗ୍ରାମରେ ସରସ୍ୱତୀ ମୁଣ୍ଡା (୩୫) ଏବଂ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବିହାର ରାଜନୀତିର ହେବିୱେଟ୍ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କର ରବିବାର ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ଏବଂ ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ । ପ୍ରାପ୍ତ ସୂଚନାନୁଯାୟୀ, ନିକଟରେ…

ଆଣ୍ଟି କରୋନା ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବ ଇରାନ

ତେହରାନ୍‌: ଦିନକୁ ଦିନ କରୋନା ଭାଇରସ୍ ବ୍ୟାପୁଥିବା ବେଳେ ଏବେ ଅନେକ ଦେଶ କରୋନା ଟିକା ବାହାର କରିବାରେ ଲାଗିଛନ୍ତି । ଏଭଳି ସମୟରେ ଇରାନ ମେଡିକାଲ୍ ସାଇନଟିଷ୍ଟ ଖୁବ୍ ଶୀଘ୍ର ଆଣ୍ଟି କରୋନାଭାଇରସ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ଆଇଆରଏନଏ ନ୍ୟୁଜ୍…

ଆଜରେଙ୍କାକୁ ହରାଇ ୟୁଏସ ଓପନ ଟାଇଟଲ ହାସଲ କଲେ ନାଓମି ଓସାକା

ନ୍ୟୁୟର୍କ:ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟ ମହିଳା ସିଙ୍ଗଲ୍ସ ଫାଇନାଲରେ ଜାପାନର ନାଓମି ଓସାକା ବେଲାରୁଷର ଭିକ୍ଟୋରିଆ ଆଜରେଙ୍କାଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି । ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ଓସାକା ୧-୬, ୬-୩, ୬-୩ ସେଟରେ ବିଜୟ ହାସଲ କରିଥିଲେ । ପ୍ରଥମ ସେଟରେ…

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୨୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧,…

ଓଡିଶାରେ ୧.୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୯୧୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ସମ୍ପର୍କ

✍️ ଶ୍ରୀୟା                                                                  ଜହ୍ନ ରାତିରେ ଦୁଇଟି ପ୍ରାଣ ବାର୍ତ୍ତାଳାପରେ ବ୍ୟସ୍ତ ଥିଲେ । କଥା ଶୁଣିବା ପାଇଁ ମୁଁ ଦଣ୍ଡିଏ ଠିଆ ହେଇଗଲି । - ଶୁଣ ଗୋ । - କୁହ ପ୍ରିୟେ । - ତୁମେ ମୋ ପ୍ରେମ ହେଲେ ମୁଁ ତୁମ ପ୍ରତୀକ୍ଷା…

ଦେଶରେ ୪୭ ଲକ୍ଷ ଟପିଲା କରୋନା ମାମଲା; ଆଜି ଚିହ୍ନଟ ହେଲେ ୯୪ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର…