କୋଭିଡ ପଜିଟିଭ ଚିହ୍ନଟ ହେଲେ ବିଜେଡିର ଆଉ ଜଣେ ବିଧାୟକ
ଫୁଲବାଣୀ: କୋଭିଡ ପଜିଟିଭ ଚିହ୍ନଟ ହେଲେ ବାଲିଗୁଡା ବିଧାୟକ ଚକ୍ରମଣି କଅଁର । ଏହି ବିଧାୟକଙ୍କୁ ମିଶାଇ ରାଜ୍ୟରେ କୋଭିଡ ପଜିଟିଭ ବିଧାୟକଙ୍କ ସଂଖ୍ୟା ୨୬ ରେ ପହଞ୍ଚିଛି ।
ଗଣମାଧ୍ୟମକୁ ସୂଚନା ଦେଇ ଚକ୍ରମଣି କହିଛନ୍ତି ଯେ, ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ପରେ ବାଲିଗୁଡାର…