ସଂସଦୀୟ ପ୍ୟାନେଲ ସମ୍ମୁଖରେ ହାଜିର ହେଲେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ
ନୂଆଦିଲ୍ଲୀ: ଲଦାଖରେ ଏଲଏସି ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଛି । ଏହା ମଧ୍ୟରେ ଶୁକ୍ରବାର ଦିନ ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ ପ୍ରତିରକ୍ଷା ସଂସଦରେ ହାଜର ହୋଇଛନ୍ତି ।
ଏହି ବୈଠକର ଅଫିସିଆଲ୍ ଏଜେଣ୍ଡା 'ପ୍ରତିରକ୍ଷା ବାହିନୀକୁ ବିଶେଷ କରି ସୀମାନ୍ତବର୍ତ୍ତୀ…