ନିଟ୍ ପରୀକ୍ଷା ପାଇଁ ଚାଲିବ ୪ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର: ସେପ୍ଟେମ୍ବର ୧୩ ତାରିଖ ଦିନ ନିଟ୍ ପରୀକ୍ଷା ପାଇଁ ପୂର୍ବତଟ ରେଳବାଇ (ଇକୋର) ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ଜାଣନ୍ତୁ, କେଉଁଠି କେଉଁଠୁକୁ ଚାଲିବ ଟ୍ରେନ୍...
୧. ଖରିଆର ରୋଡରୁ ସମ୍ବଲପୁର ଭାୟା ନଲଗଡ
୨. ରାୟଗଡରୁ ସମ୍ବଲପୁର
୩. ଭଦ୍ରକରୁ ଭୁବନେଶ୍ୱର…