Latest Odisha News

BREAKING NEWS

Yearly Archives

2020

ଜୁଲାଇ ମାସରେ ଅଟୋ ସେକ୍ଟରରେ ଉନ୍ନତି, ଟ୍ରାକ୍ଟର ବିକ୍ରି ବୃଦ୍ଧି ଘଟିଛି

ନୂଆଦିଲ୍ଲୀ: ଅଟୋ ସେକ୍ଟର କରୋନା ଠାରୁ ଏପର୍ଯ୍ୟନ୍ତ ପୁନଃରୁଦ୍ଧାର ହୋଇପାରି ନାହିଁ । କରୋନା ଯୋଗୁଁ ଅଟୋ ସେକ୍ଟର ଅଧିକ କ୍ଷତିଗ୍ରସ୍ତ ହୋଇଛି | ତେବେ, ଜୁଲାଇ ୨୦୨୦ ରେ, ଜୁନ୍ ୨୦୨୦ ତୁଳନାରେ ଅଟୋ ସେକ୍ଟରରେ ଉନ୍ନତି ଘଟିଥିବାବେଳେ ଟ୍ରାକ୍ଟର ବିକ୍ରିରେ ଭଲ ବୃଦ୍ଧି ଘଟିଛି। ବୋଷ୍ଟନ୍ ଆଣ୍ଡ…

ଯାଜପୁରରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର

ଯାଜପୁର : ଗ୍ୟାସ ଟାଙ୍କିର ପାଇପକୁ ସଜାଡୁଥିବା ବେଳେ ଫାଟିଲା ଟାଙ୍କି । ଗୋଟିଏ ପରିବାରର ୫ ଗୁରୁତର । ଘଟଣାଟି ଘଟିଛି ଯାଜପୁର ଖାଇରାବାଦ କାଳିନ୍ଦ୍ରାବାଦ ଗାଁରେ । ଗୁରୁତର ପାଞ୍ଚ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଭାରତରେ ବନ୍ଦ ହେଲା କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକାରେ ଲାଗିଲା ବ୍ରେକ୍ । ଭାରତରେ କରୋନ ଟିକା ପରୀକ୍ଷଣ ସାମୟିକ ଭାବେ ବନ୍ଦ ହୋଇଛି । ପରୀକ୍ଷଣ ବନ୍ଦ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୂଚନା ଦେଇଛି । ଡିସିଜିଆଇର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।…

ନିର୍ବାଚନ ପୂର୍ବରୁ ଲାଲୁଙ୍କ ହାତ ଛାଡିଲେ ବରିଷ୍ଠ ନେତା

ପାଟନା: ଲାଲୁ ଯାଦବଙ୍କ ଜଣେ ପୁରାତନ ସହଯୋଗୀ ତଥା ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ରାଜ୍ୟ ନିର୍ବାଚନ ପୂର୍ବରୁ ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ଛାଡିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ ଯୋଗ ଦେଇପାରନ୍ତି। ରଘୁବନ…

ଗୁମ୍ମା ଘାଟିରେ ଓଳଟିଲା ବସ୍‌, ୪ ପ୍ରବାସୀ ଶ୍ରମିକ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ୩୨୬ ନମ୍ବର ରାଜପଥ ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକକୁ ନେଇ ଯାଉଥିବା ଏକ ବସ୍ ଓଲଟିପଡିଛି । ଏଥିରେ ୪ ଶ୍ରମିକ ଗୁରୁତର ହୋଇଛନ୍ତି । ରାୟଗଡା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ବସରେ ପ୍ରବାସୀ ଶ୍ରମିକମାନେ ବୌଦ୍ଧ ଓ…

ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ଆକାଉଣ୍ଟରୁ ଟଙ୍କା ଗାୟବ !

ଉତ୍ତରପ୍ରଦେଶ: ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମସ୍ତଙ୍କ ଅପେକ୍ଷା । ହେଲେ ନିର୍ମାଣ ପୂର୍ବରୁ ସାମ୍ନାକୁ ଆସିଲା ଚାଂଚଲ୍ୟକର ଖବର । ମନ୍ଦିର ନିର୍ମାଣ ନିମନ୍ତେ ଟଙ୍କା ରଖିବା ପାଇଁ ଗଠନ ହୋଇଥିଲା ଟ୍ରଷ୍ଟ । ଟ୍ରଷ୍ଟ ଆକାଉଣ୍ଟରେ ଜମା ହେଉଥିଲା ଦାନ ଅନୁଦାନ । ହେଲେ ଖବର…

ଗ୍ରୀନ ମିଶନରେ ଓଡ଼ିଶାର ଏହି ଶିକ୍ଷୟତ୍ରୀ; ଖର୍ଚ୍ଚ କଲେଣି ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ଅନୁଗୁଳ: ଗୀତାଞ୍ଜଳୀ ସାମଲ । ପେଷାରେ ଶିକ୍ଷୟତ୍ରୀ ମାତ୍ର ନିଶା ତାଙ୍କର ପରିବେଶ ସୁରକ୍ଷା । ନିଜ ସଞ୍ଚୟରୁ ପାଖାପାଖି ୮ ଲକ୍ଷ ଟଙ୍କା ଖର୍ଚ୍ଚ ଏକ ସବୁଜ ପରିବେଶ ସୃଷ୍ଟି କରିଛନ୍ତି ଗୀତାଞ୍ଜଳୀ । ଗତ ଛଅ ମାସ ମଧ୍ୟରେ ଗୀତାଞ୍ଜଳି ଅଙ୍ଗୁଲର ବିଭିନ୍ନ ସ୍ଥାନରେ ୧୦ ହଜାରରୁ ଅଧିକ ଚାରା ରୋପଣ…

ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର: ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବାକୁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କରୋନକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ଗଂଜାମ ଫର୍ମୁଲା ଲାଗୁ କରିବାକୁ…

ଆଜି ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ପ୍ରସଙ୍ଗରେ ମାନବାଧିକାର କର୍ମୀଙ୍କ ଏକ ଟିମ୍ ଆଜି ବର୍ଷାଙ୍କୁ ଭେଟିଛନ୍ତି । ଅନୁଭବଙ୍କ ନନ୍ଦି ସାହି ସ୍ଥିତ ଘରେ ଏହି ଟିମ୍ ବର୍ଷାଙ୍କୁ ଭେଟିଛନ୍ତି । ବର୍ଷା ଏହି…

କରୋନା ବିରୋଧରେ ଲଢେଇ; ଜୀବନ ହାରିଛନ୍ତି ଓଡ଼ିଶାର ୫୪ କୋଭିଡ ଯୋଦ୍ଧା

ଭୁବନେଶ୍ୱର: କରୋନା ସଂକ୍ରମଣରେ ଏଯାବତ୍ ଓଡିଶାରେ ୧୩୯୧୨୧ ସଂକ୍ରମିତ ହୋଇଥିବା ବେଳେ ମୋଟ ୫୯୧ ଜଣଙ୍କର ମୃତ୍ୟୁ ଘଟିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏଯାଏଁ ୫୪ ଜଣ ଆଗଧାଡିର କରୋନା ଯୋଦ୍ଧା ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଜଣ ଡାକ୍ତର ଏବଂ ବହୁ…