Latest Odisha News

BREAKING NEWS

Yearly Archives

2020

ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ୨୦,୦୫୦ କୋଟି ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମତ୍ସ୍ୟ କ୍ଷେତ୍ରରେ ଉତ୍ପାଦନ, ରପ୍ତାନି ବୃଦ୍ଧି ନିମିତ୍ତ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା (PMMSY) ଆରମ୍ଭ କରିଛନ୍ତି । କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟର ଏକ ଅଂଶ ଭାବରେ ଏହି ଯୋଜନା ପାଇଁ…

NEET ପରୀକ୍ଷା ପାଇଁ ବିଏମ୍‌ସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବ ନିଟ୍ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବେ ଡାକ୍ତରୀ ଟିମ୍ । ପରୀକ୍ଷା କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ କରାଯିବ ବ୍ୟବସ୍ଥା ।…

୨୦୨୦ରେ କେତେ ସମ୍ପତ୍ତିର ମାଲିକାଣୀ କଙ୍ଗନା ରଣାୱତ ?

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଫେମ୍ ତଥା ପଙ୍ଗା ଗାର୍ଲ କଙ୍ଗନା ରଣାୱତ । ସୁଶାନ୍ତଙ୍କ ମାମଲାରେ ବଲିଉଡକୁ ଲଗାତାର ଟାର୍ଗେଟ୍ କରିବା ପରେ ମୁମ୍ବାଇକୁ ପିଓକେ କହି ଚର୍ଚ୍ଚାରେ ଅଛନ୍ତି । ସିଧାସଳଖ ମହାରାଷ୍ଟ୍ର ସରକାର ସହ ମୁହାଁମୁହିଁ ହୋଇଥିଲେ ବି ଥମିନି କଙ୍ଗନାଙ୍କ ଦମ୍ଭ । ନିକଟରେ…

କୋଭିଡ୍ ଲକ୍ଷଣ ଥାଇ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଥିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କୋଭିଡ୍ ଟେଷ୍ଚ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଆଇସିଏମଆର ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । କରୋନା ଲକ୍ଷଣ ଥାଇ ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ନେଗଟିଭ୍ ଚିହ୍ନଟ ଆକ୍ରାନ୍ତ କରିବେ RT-PCR ଟେଷ୍ଟ । ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ରାଜ୍ୟ, କେନ୍ଦ୍ର…

ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌; ପୂଜାକୁ ଅନୁମତି ହେଲେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା

ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦି ପାଳନ ପାଇଁ ଗୁରୁବାର ଦିନ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ପଡୁଥିବା ପର୍ବପର୍ବାଣୀ ପାଇଁ ଏହି ଗାଇଡଲାଇନ୍ ଜାରି କରାଯାଇଛି ।…

କରୋନା ଆକ୍ଟିଭ୍ କେସ ତାଲିକାର ୭ ନମ୍ବରରେ ଓଡ଼ିଶା, ୫ ରାଜ୍ୟରେ ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ସାରା ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୪୪ ଲକ୍ଷ ଟପିଛି । ମହାରାଷ୍ଟ୍ରରେ ବେହାଲ୍ ସ୍ଥିତି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ବୋଲ ମାନୁନି କରୋନା । ଉତ୍ତରପ୍ରଦେଶ ଓ ତାମିଲନାଡୁରେ ମହାମାରୀ ମାଡୁଛି । ରାଜ୍ୟରେ ସଂକ୍ରମଣ ଓ ଆକ୍ଟିଭ କେସ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଅଗ୍ନିଶମ ଅଧିକାରୀ

ବରଗଡ: ବରଗଡ ଜିଲ୍ଲାର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଶାନ୍ତ କୁମାର ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଭେଦନ ଥାନା ଅନ୍ତର୍ଗତ କଦଳୀପାଲ୍ଲୀ ଗ୍ରାମର ହୃଷିକେଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଫାୟାର ସେଫ୍ଟି…

ନାବାଳିକା ଦୁଷ୍କର୍ମ ମାମଲା: ବୈଦୁତିକ ଗଣମାଧ୍ୟମ ଏମ୍‌ଡିଙ୍କୁ ନୋଟିସ୍‌

ଭୁବନେଶ୍ୱର : ରାଜଧାନୀର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମରେ ରାଜ୍ୟ ଶିିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍ । ସଂପୃକ୍ତ ଗଣମାଧ୍ୟମର ଏମଡିଙ୍କୁ ଏହି ନୋଟିସ୍ ହୋଇଛି । ୪୮ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲିସକୁ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ଏହି…

ଆସନ୍ତୁ ଜାଣିବା ମହାନ ସାଧୁ ବୋଧିଧର୍ମଙ୍କ ବିଷୟରେ..ଯିଏ ଚୀନକୁ ଶିଖାଇଥିଲେ ମାର୍ଶାଲ ଆର୍ଟ୍ସ

ପୁରୀ:ଭାରତରେ ଅନେକ ମହାନ ଲୋକଙ୍କ ଇତିହାସ ଆମେ ପଢ଼ିନେ । ବିଦେଶରେ ସେମାନଙ୍କୁ ପୂଜା କରାଯାଉଥିବା ବେଳେ ଆମ ଦେଶରେ ସେମାନେ ହୋଇ ପଡନ୍ତି ଅଜଣା, ଅଶୁଣା । ଏହାର ମୂଖ୍ୟ କାରଣ ହେଲା ରାଜନୀତି ଓ ଗୁଲାମଗିରି । ଆସନ୍ତୁ ଜାଣିବା ଏପରି ଏକ ସାଧୁଙ୍କ ବିଷୟରେ ଯିଏ ଚୀନକୁୂ ମାର୍ଶାଲ ଆର୍ଟ୍ସ…

୪୦୦ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରି ମୁଁ ଥକିପଡିଲିଣି !

ଆସାମ: ଶେଷକୃତ୍ୟ ସମ୍ପନ୍ନ କରିବା ସହଜ କଥା ନୁହେଁ । ହେଲେ ଯଦି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କଥା ଉଠେ, ସେଠି କଣ କରିବେ ଆପଣ? ଏହି ମାମଲାରେ କିନ୍ତୁ ପଛଘୁଂଚା ଦେଇନଥିଲେ ୪୩ ବର୍ଷୀୟ ରାମାନନ୍ଦ ସରକାର । ବିନା ଦ୍ୱିଧାରେ ସେ ୪୦୦ରୁ ଅଧିକ କରୋନା ସଂକ୍ରମିତଙ୍କ ଶେଷକୃତ୍ୟୁ…