ଆହୁରି ହ୍ରାସ ପାଇଲା ସୁନା ଦର; ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ
ଭୁବନେଶ୍ୱର: ଆହୁରି ଶସ୍ତା ହେଲା ସୁନା । ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ପାଇଲା ଦର। ଭାରତୀୟ ଟଙ୍କାର ସ୍ଥିତି ସୁଦୃଢ ହେବା ସହ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୂଲ୍ୟ ହ୍ରାସ ହେବା ପରେ ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଛି ।
ଗୁରୁବାର ଦିନ ଦିନ ଦିଲ୍ଲୀ ସରଫା ବଜାରରେ ୧୦ ପ୍ରତି…