Latest Odisha News

BREAKING NEWS

Yearly Archives

2020

ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ କୌଣସି ଋଣ ଏନପିଏ ଘୋଷଣା କର ନାହିଁ, ମୋରାଟୋରିୟମ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ : ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଋଣଦାତାମାନଙ୍କୁ ବହୁତ ଆରାମ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ତାଙ୍କ ତରଫରୁ ଏକ ନୂତନ ଆଦେଶ ନହେବା ପର୍ଯ୍ୟନ୍ତ କୌଣସି ଋଣ ଆକାଉଣ୍ଟକୁ ଏନପିଏ ଘୋଷଣା କରାଯିବା ଉଚିତ୍ ନୁହେଁ। ମୋର୍ଚ୍ଚା ଅବଧି ମଧ୍ୟରେ ସୁଧ ପୁନରୁଦ୍ଧାର ପାଇଁ ଦାଖଲ ହୋଇଥିବା…

ସାମୁଏଲ୍ ମିରାଣ୍ଡାଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ସାମୁଏଲ୍ ମିରାଣ୍ଡା । ଆଜି ସାମୁଏଲ…

ସାମସଙ୍ଗ ଗାଲାକ୍ସି ଟ୍ୟାବ୍ ଏସ୍୭ ୱାଇ-ଫାଇ ମଡେଲ ରିଲାଏନ୍ସ ଡିଜିଟାଲ ସହବନ୍ଧନରେ ଏବେ ଭାରତରେ ଉପଲବ୍ଧ

ଆକର୍ଷଣୀୟ ଅଫର୍ ସହ ରିଲାଏନ୍ସ ଡିଜିଟାଲରେ ପ୍ରି ବୁକିଂ ପାଇଁ ଉପଲବ୍ଧ ହେଉଛି ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ-ଫାଇ ମଡେଲ ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଅବସରରେ ଭାରତର ସର୍ବ ବୃହତ୍ତ…

ଦେଶରେ ୩୯ ଲକ୍ଷ ଟପିଲା କରୋନା କେସ୍, ୬୮ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୩ ହଜାର ୩୪୧ ପଜିଟିଭ୍ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ । ସେହିପରି ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୪ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ପ୍ରାଣ…

ଛି … ମଣିଷର ରାକ୍ଷସ ଚରିତ୍ର, ୩ ବର୍ଷ ନିଷ୍ପାପ ଶିଶୁକୁ ବି ଛାଡ଼ିଲେନି

ଉତ୍ତରପ୍ରଦେଶ: ୩ ବର୍ଷର କୋମଳମତୀ ଶିଶୁ । ଦୁନିଆ କଣ ଭଲ ଭାବରେ ଜାଣି ନଥିଲା । ସମାଜକୁ ଚିହ୍ନିବା ଓ ଜାଣିବା ଆଗରୁ ନର ରାକ୍ଷସଙ୍କ ନଜର ତା ଉପରେ ପଡ଼ିଲା । ଉତ୍ତରପ୍ରଦେଶରୁ ଏମିତି ଏକ ଛାତି ଥରାଇ ଦେଲାଭଳି ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି । ଜଣେ ୩ ବର୍ଷରୁ ନିଷ୍ପାପ ଶିଶୁକୁ…

ଦିନକରେ ଓଡ଼ିଶାରେ ୪୬ହଜାର, ଦେଶରେ ୧୧ ଲକ୍ଷ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟିଂ । ଗତ ୨୪ ଘଣ୍ଟାରେ ୪୬ ହଜାର ୭୫୪ ନମୁନା ପରୀକ୍ଷା ହୋଇଛି । ଜଞ-ଚଉଜ- ୭, ୧୪୪, ଆଣ୍ଟିଜେନ୍୦ ୩୯, ୩୯୨, ଟ୍ରୁନଟ୍- ୨୧୮ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ଲକ୍ଷ ୯୭ ହଜାର ୩୪୫ କୋଭିଡ୍ ଟେଷ୍ଟ କରାଯାଇଛି । ସେପଟେ ଦେଶରେ ବି ବଢିଛି ଟେଷ୍ଟିଂ…

କରୋନା କବଳରେ ଏହି ରାଜ୍ୟର ୩୩ ବିଧାୟକଙ୍କ ସମେତ ୫ ମନ୍ତ୍ରୀ

ଚଣ୍ଡୀଗଡ଼: ଦେଶରେ ଭୟଙ୍କର ରୂପ ନେଲାଣି କରୋନା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ତଥା ରାଜନେତା ଏହାର ଶିକାର ହୋଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରାଜନେତା ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାମଧ୍ୟରେ ପଞ୍ଜାବରେ କରୋନା ସଂକ୍ରମିତ ବିଧାୟକଙ୍କ…

ରିୟା, ମିରାଣ୍ଡାଙ୍କ ଘରେ ପଞ୍ଝା ମାରିଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଡ୍ରଗ୍ସ ଲିଙ୍କରେ ରିୟାଙ୍କ ଘରେ ପଞ୍ଝା ମାରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ସକାଳୁ ସକାଳୁ ମୁମ୍ବାଇ ସ୍ଥିତ ରିୟାଙ୍କ ଘରେ ରେଡ ହୋଇଛି । ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ମୁମ୍ବାଇ…

ଇମ୍ଫା ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ: “କାମ ଦିଅ ନଚେତ ଆତ୍ମହତ୍ୟା କରିବୁ”

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଠାରେ ଥିବା ଇମ୍ଫା ଖଣିରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ଖଣି କର୍ତ୍ତୃପକ୍ଷ କାମ ଦେଉନଥିବା ଅଭିଯୋଗ ସହ ୯ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଓ କର୍ମଚାରୀ । ୨ ଦିନ ହେଲା ଖଣି ମୁଖ୍ୟ ଫାଟକ ସମ୍ମୁଖରେ…

ପୁରୀରୁ ହଟିଲା କଟକଣା: ହୋଟେଲ ବୁକିଂ ପାଇଁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି

ପୁରୀ: ଓଡିଶା ପର୍ଯ୍ୟଟନର ମେରୁଦଣ୍ଡ ବୋଲାଉଥିବା ପୁରୀ ସହରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା ପୁରୀ। କରୋନା ପାଇଁ ସବୁଆଡେ ତାଲା ବନ୍ଦ ରହିଥିବା ବେଳେ ପୁରୀରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ନିଷିଦ୍ଧାଦେଶ ଜାରି ହୋଇଥିଲା। ତେବେ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼…