ମାଆ ହେଲେ ଆମେରିକାର ଲୋକପ୍ରିୟ ଗାୟିକା କେଟି ପେରୀ
ୱାଶିଂଟନ: ଆମେରିକାର ଲୋକପ୍ରିୟ ପପ୍ ଗାୟିକା କେଟି ପେରୀ ମାଆ ହୋଇଛନ୍ତି । ସୋସିଆଲ ସାଇଟରେ କେଟି ଏବଂ ତାଙ୍କ ଭାବି ସ୍ୱାମୀ ଆର୍ଲୋଣ୍ଡା ବ୍ଲୁମ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ଶେୟାର କରିଥିଲେ । ଜନ୍ମିତ ଶିଶୁ କନ୍ୟାର ନାମ ଡେଜି ଡୋଭ ବ୍ଲୁମ ରଖାଯାଇଛି ।
ଡେଜି ବ୍ଲୁମ ଦୁନିଆକୁ…