Latest Odisha News

BREAKING NEWS

Yearly Archives

2020

ବଢୁଛି ମହାନଦୀ; କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଲଗାଣ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର । ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀରେ ୯ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ଦେଖାଦେଇଛି। କଟକ କହ୍ନେଇପୁର ଅଞ୍ଚଳରେ ନଦୀ କୂଳିଆ ଘର ସବୁ…

ଆଜିଠୁ ଭୁବନେଶ୍ୱରରେ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ରୂପ ନେଉଛି କରୋନା ଭୁତାଣୁ । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏହା କାୟା ମେଳାଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଏହି ସେରୋ ସର୍ଭେ ଭୁବନେଶ୍ୱର ମହାନଗର ନିଗମର ପ୍ରଶାସନିକ…

ଆଖି ତଳୁ କଳାଦାଗ ହଟାଇବ ଏହି ସରଳ ଉପଚାର

ଭୁବନେଶ୍ୱର:ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜର ଯତ୍ନ ନେବା ପ୍ରାୟ ସମସ୍ତେ ଭୁଲି ଗଲେଣି । ତେବେ ବୟସ ଆଗରୁ ତ୍ୱଚା ଜନିତ ସମସ୍ୟା ଦେଖା ଦେଉଛି । ଯାହା ମଧ୍ୟରୁ ଆଖି ତଳ କଳା ପଡିବା ଏକ ସାଧାରଣ କଥା। ତେବେ ବିଭିନ୍ନ କାରଣରୁ ଆଖି ତଳ କଳା ପଡିଥାଏ। ବହୁ ରାତି ଯାଏ ଅନିଦ୍ରା ରହିବା ଭଳି…

ଥମିଲା ବର୍ଷା; ଆଜିଠୁ ଶୁଖିଲା ପାଗ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ଗଲା କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଥିଲା। ତେବେ ଏହି ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ଆଉ ବିଶେଷ ବର୍ଷା ହେବାର…

ଆଣ୍ଡାମାନର ବିରଳ ଆଦିବାସୀଙ୍କୁ କରୋନା

ପୋର୍ଟବ୍ଲେୟାର: ବ୍ୟାପୁଛି କରୋନା । ଦିନକୁ ଦିନ ନେଉଛି ଭୟଙ୍କର ରୂପ । ବିଶ୍ୱର ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜର ଏକ ବିରଳ ଆଦିବାସୀ ସମ୍ପ୍ରଦାୟରେ ବ୍ୟାପିବାରେ ଲାଗିଲାଣି କରୋନା। ଏଠାରେ ଥିବା ବିରଳ ଆଦିବାସୀ ସଂପ୍ରଦାୟର ଏହି ଜନଜାତିରେ ୪…

କଦଳୀ ପତ୍ରରେ ଭୋଜନ କଲେ ମିଳେ ଏହିସବୁ ଫାଇଦା…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ କଦଳୀ ଗଛର ଅନେକ ମହତ୍ତ୍ୱ ରହିଛି । ଯେକୌଣସି ଶୁଭ କାର୍ଯ୍ୟ ହେଲେ ଆଗ ଖୋଜା ପଡେ କଦଳୀ ବୃକ୍ଷ । ବିଭିନ୍ନ ପୂଜାପର୍ବ ହେଉ କିମ୍ବା ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ। କଦଳୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୮-୮-୨୦୨୦ ଶୁକ୍ରବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ମାସ ତା ୨୮ ରିଖ ଶୁକ୍ରବାର ସିଂହ ୧୩ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର   ଘାତ ବାର :- ବିଛା ଧନୁ ଓ…

ଅବୁଦ୍ଧ ଗୌତମ

କାହା ଡାକରେ ଉଚ୍ଚାଟ ହେଉଛି ମନ ବେଳକୁ ବେଳ, ଥରକୁ ଥର ଭାଙ୍ଗି ଯାଉଛି ସଂକଳ୍ପ ସଂଯମତାର କଠୋର ବ୍ରତ । ଅନୁଭବ କରିପାରୁଚି ଏବେ ମୁଁ ମୋ ଆଖିର ଆଢୁଆଳେ କେଉଁଠି ବର୍ଷା ହେଉଚି ! ସାମ୍ନାରେ ଠିଆ ହୋଇଚି କିଏ ଜଣେ ପ୍ରଶ୍ନମାନଙ୍କର ସମାହିତ ଛାୟା ଯଶୋଧାରା, ଗୌତମୀ, ଗୋପା କି…

ଦୋକାନ ମାଲିକଙ୍କୁ ଆକ୍ରମଣ କରି ଲୁଟି ନେଲେ ସୁନାଗହଣା

ବ୍ରହ୍ମପୁର: ଅଳଙ୍କାର ଦୋକାନୀ ମାଲିକ ଶରତ ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ କେହି ଦୁବୃର୍ତ୍ତ ଆକ୍ରମଣ କରି ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁହେଁ ବାଇକ ଯୋଗେ ଗତକାଲି ରାତି ୯ ଟାରେ ଦୋକାନରୁ ଛତ୍ରପୁର କୋର୍ଟ ରେଳ ଷ୍ଟେସନ ନିକଟ…

ଜବତ ହେଲା ବ୍ରହ୍ମପୁରରୁ ଆନ୍ଧ୍ରକୁ ଚାଲାଣ ହେଉଥିବା ରୂପା ଇଟା; ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ଚାଲାଣ ହେଉଥିବା ପ୍ରାୟ ୨୦ ଲକ୍ଷ ଟଙ୍କାର ରୂପା ଇଟାକୁ ଆନ୍ଧ୍ରପ୍ରଦେଶ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ମଛଲିପଟନମର ପି ସୁରି ବାବୁ, ଇଜାଦ୍ ଗୋବିନ୍ଦ ଏବଂ ନରସିଂହମୁଲୁ । ଯେଉଁମାନେ କି…