Latest Odisha News

BREAKING NEWS

Yearly Archives

2020

ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ପାରା ଆଥଲେଟ୍ ଜୟନ୍ତୀ ବେହେରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର । ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦୃଷ୍ଟିରୁ ସେ ଏହି ପୁରସ୍କାର ପାଇବେ । ଆସନ୍ତା ୨୯ରେ ଜାତୀୟ କ୍ରିଡ଼ା ଦିବସ ଅବସରରେ ଲୋକସେବା ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ…

କେବଳ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ନୁହେଁ ମହେଶ ଭଟ୍ଟ ସବୁବେଳେ ଥାନ୍ତି ଚର୍ଚ୍ଚାରେ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବେ ସବୁ ଦିନ ଖବରରେ । କିନ୍ତୁ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବହୁ ବାର ମହେଶ ଏପରି ଖବରରେ ରହି ଆସିଛନ୍ତି । ପରବିନ ବାବିଙ୍କ ସହ ସମ୍ପର୍କକୁ ନେଇ ହେଉ ଅବା କଙ୍ଗନାଙ୍କ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ…

ସୁଶାନ୍ତ ସିଂ କେସ୍ :ରିୟାଙ୍କ ବିରୋଧରେ ମାମଲା ରୁଜୁ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ରିୟା ଚକ୍ରବର୍ତିଙ୍କ ଭୂମିକା ସମସ୍ତଙ୍କୁ ଚକିତ କରିଛି । ଏବେ ଏହି କେସ୍‌ରେ ଡ୍ରଗ୍ସ ଲିଙ୍କ ଏହାକୁ ଆହୁରି ଜଟିଳ କରିଛି । ବୁଧବାର ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ୍ସ ବେପାରର ଷଡଯନ୍ତ୍ରକାରୀ ଭାବେ ରିୟାଙ୍କ ବିରୋଧରେ ମାମଲା ରୁଜୁ…

ଭାରତର ଜାତୀୟ ପତାକାକୁ ଅବମାନନା କଲେ ଆଣ୍ଡରସନ, କ୍ଷମା ମାଗିବାକୁ ଦାବୀ

ଲଣ୍ଡନ: ଇଂଲଣ୍ଡର ୩୮ ବର୍ଷୀୟ ପେସ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟରେ ୬୦୦ ଉଇକେଟ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ତେବେ ଏହି କୀର୍ତିମାନ ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଗ୍ରାଫିକ୍ସ ଜାରି କରାଯାଇଥିଲା । ଯେଉଁଥିରେ ବିଭିନ୍ନ ଦେଶର ପତାକା ଉପରେ ଆଣ୍ଡରସନ…

ଆମେରିକାରେ ପତ୍ନୀ, ମାଆଙ୍କୁ ହତ୍ୟା କଲେ ଭାରତର ପୂର୍ବତନ ଆଥଲେଟ

ନୂଆଦିଲ୍ଲୀ: ଆମେରିକାରେ ଭାରତର ପୂର୍ବତନ ଆଥଲେଟ ଇକବାଲ ସିଂ ତାଙ୍କ ପତ୍ନୀ ଓ ମାଆଙ୍କୁ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ୬୨ ବର୍ଷୀୟ ଇକବାଲ ୧୯୮୩ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେ ଶଟପୁଟରେ ଏହି…

ହସ୍ପିଟାଲରେ ଭର୍ତ୍ତି ହେଲେ ରଣଦୀପ ହୁଡ୍ଡା !

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ରଣଦୀପ ହୁଡ୍ଡା ଏବେ ହସ୍ପିଟାଲରେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଲୋକ କରୋନା ସହ ରଣଦୀପଙ୍କୁ ଯୋଡିଥିଲାବେଳେ ସେ କିନ୍ତୁ ଏକ ଭିନ୍ନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଦାଉଦ କବଳରୁ ମୁକୁଳିବାକୁ ଚାହୁଁଛି ପାକିସ୍ତାନ ସରକାର, ଆର୍ମିକୁ ଦେଶ ବାହାରେ ଶୁଟ କରିବା ଦାୟିତ୍ୱ !

ଲାହୋର: ଦାଉଦ ଇବ୍ରାହିମ ବର୍ତମାନ ପାକିସ୍ତାନ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଇମ୍ରାନ ଖାଁ ସରକାର ଦାଉଦ କବଳରୁ ମୁକୁଳିବାକୁ ଚାହୁଁଥିବା ବେଳେ ଆର୍ମି ତାଙ୍କୁ ଦେଶ ବାହାରେ ଗୁଳି କରିବା ପାଇଁ ଯୋଜନା କରୁଛି । ଅକ୍ଟୋବରରେ ପାକିସ୍ତାନକୁ ଏଫଟିଏଫ ସାମ୍ନାରେ ଆତଙ୍କବାଦୀ ବିରୋଧରେ…

ପୂଜା ଛୁଟି ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ପୂଜା ଛୁଟି ପର‌୍ୟ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ । କୋଭିଡ ସ୍ଥିିିତିର ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି…

ଏଣିକି ଫାଷ୍ଟ ଟ୍ୟାଗ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ନୂଆଦିଲ୍ଳୀ: ଚାରି ଚକିଆ ଗାଡି ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ଫାଷ୍ଟ ଟ୍ୟାଗ ଥିଲେ ରାଜପଥର ଟୋଲ୍ ଗେଟ୍‌ରେ ମିଳିବ ରିହାତି । ଏନେଇ ମଙ୍ଗଳବାର କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ମଙ୍ଗଳବାର ଦିନ ଜାତୀୟ ରାଜପଥ ଶୁଳ୍କ ନିୟମ…

ସୁସ୍ଥତାରେ ଭାଙ୍ଗିଲା ସବୁ ରେକର୍ଡ, ଆଜି ଆରୋଗ୍ୟ ହେଲେ ୩୩୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲଗାତର ତୃତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ପୁଣି ଗୋଟିଏ ଦିନରେ ସର୍ବାଧିକ ୩୩୪୩ ଜଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୬୨୮୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ…