ଫୁଲୁଛି ବ୍ରାହ୍ମଣୀ: ପାଣି ଘେରରେ ଢେଙ୍କାନାଳ ଜିଲ୍ଲାର ଅନେକ ଅଞ୍ଚଳ
ଢେଙ୍କାନାଳ: ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ଓ ରାମିଆଳ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଭୁବନ ଓ ଗନ୍ଦିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଆଶଙ୍କାରେ ଅଛନ୍ତି ତଳିଆ ଅଞ୍ଚଳବାସୀ। ବନ୍ୟାଜଳରେ ଭୁବନ ବ୍ଳକର ଜୟପୁର, କୃଷ୍ଣପୁର ଓ…