Latest Odisha News

BREAKING NEWS

Yearly Archives

2020

ସୁଶାନ୍ତଙ୍କ ଘରୁ ବାହାରି ଆସିବା ପରେ ମହେଶ ଭଟ୍ଟଙ୍କ ସହ ରିୟାଙ୍କର କଣ ଥିଲା ହ୍ୱାଟସ୍ ଆପ୍ ଚାଟ୍ ?

ମୁମ୍ବାଇ: ଜୁନ ୮ ତାରିଖରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସ ଆପ୍ ଚାଟ୍ ଏବେ ଭାଇରାଲ ହେଉଛି । ରିୟା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଘର ଛାଡିବା ପରେ ଦୁହିଁଙ୍କ ମଧ୍ୟରେ ଏହି କଥାବାର୍ତା ହୋଇଥିଲା । ଚାଟ୍‌ରୁ ଯାହା…

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ: ଓଡିଶା ସରକାର

ଭୁବନେଶ୍ୱର: ପ୍ରବଳ ବର୍ଷ ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ସ୍ଥାନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରାୟ ସମସ୍ତ ନଦୀବନ୍ଧ ସୁରକ୍ଷିତ ଥିବା ଶୁକ୍ରବାର ଦିନ କହିଛନ୍ତି ସରକାର । ଜଳ ସମ୍ପଦ ବିଭାଗର ଚିଫ୍ ଇଞ୍ଜିନିୟର ଜ୍ୟୋତିର୍ମୟ ରଥ…

ବିଦ୍ୟା ବାଲାନ ପିନ୍ଧିଥିବା ଚର୍ଚ୍ଚିତ ସମ୍ବଲପୁରୀ ଗାଣିତିକ ଶାଢୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ୱର : ନିକଟରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଗାଣିତିକ ଶାଢୀର ନିଲାମ ହୋଇଛି । ଏହାକୁ ୫୫ ହଜାର ଟଙ୍କା ଡାକି ନିଲାମ ଜିତିଛନ୍ତି ଓଡିଆ ଝିଅ ଦେବାଂଶି ମିଶ୍ର । ୨୦ ବର୍ଷୀୟ ଦେବାଂଶି…

କରୋନା ସଂକ୍ରମଣରେ ଆରଟିଓ କର୍ମଚାରୀ ମୃତ

ବ୍ରହ୍ମପୁର: କରୋନା ସଂକ୍ରମଣରେ ଜଣେ ଆରଟିଓ ଅଧିକାରୀ ମୃତ୍ୟୁ ବରଣ କରିଥିବା ନେଇ ଶୁକ୍ରବାର ଦିନ ଗଞ୍ଜାମ ପ୍ରଶାସନ ସୂଚନା ଦେଇଛନ୍ତି । ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଗଞ୍ଜାମ ଆରଟିଓ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

ସୁଶାନ୍ତଙ୍କ ମୃତ୍ୟୁ ଦିନ ବାନ୍ଦ୍ରା ଘରକୁ ଯାଇଥିଲା କି ୨ଟି ଆମ୍ବୁଲାନ୍ସ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏପରିକି ତାଙ୍କ ମୃତଦେହକୁ ନିକଟସ୍ଥ ବାବା ହସ୍ପିଟାଲ ବଦଳରେ କୁପର ହସ୍ପିଟାଲକୁ ନିଆଯିବା ଘଟଣାକୁ ଅନେକ ସନ୍ଦେହରେ ଦେଖୁଛନ୍ତି । ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରୁ ଦୁଇଟି ମୃତଦେହକୁ ବ୍ୟବଚ୍ଛେଦ ପାଇଁ…

ଆଲୋକିତ ହେଲା ମାଆ ଉଗ୍ରତାରା ପୀଠ

ର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତଥା ସମଗ୍ର ଓଡିଶା ରାଜ୍ୟର ଅନ୍ୟତମ ଆସ୍ଥାର କେନ୍ଦ୍ର ହେଉଛନ୍ତି ପ୍ରତେକ୍ଷ ଦେବୀ ମା ଉଗ୍ରତାରା । ପର୍ଯ୍ୟଟନ କେନ୍ଦ୍ର ଭାବେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି l ଜାତୀୟ ରାଜପଥରୁ ୩ କିମି ଦୂରରେ ରହିଥିବା ମାଙ୍କ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତା ଏବଂ ମନ୍ଦିର…

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୯୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ଭୁବନେଶ୍ୱରରୁ ୨, ଗଞ୍ଜାମ ଜିଲ୍ଲାରୁ ୪, କୋରାପୁଟରୁ ୧,…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୬୯୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ବର୍ଷା ସହ ବଜ୍ରପାତ ଆଶଙ୍କା: ଭୁବନେଶ୍ୱର ସମେତ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ,…

ଅଣାୟତ୍ତ ଭୂତାଣୁ: ୨୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେତେ ହେଲେଣି ସୁସ୍ଥ, ଜାଣନ୍ତୁ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…