ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର
ଭୁବନେଶ୍ୱର : ଓଡିଶାର ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡା ପୁରସ୍କାର ଘୋଷଣା ହୋଇଛି ।
ଚଳିତ ବର୍ଷ ୫ ଜଣ କ୍ରୀଡାବିତଙ୍କୁ କ୍ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଖେଳରତ୍ନ ପୁରସ୍କାର ମିଳିବ । ଅନ୍ୟ…