ଖସୁଛି ଜଳସ୍ତର: ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ଦୀର୍ଘ ୬ଦିନ ଧରି ପାଣିରେ ବୁଡି ରହିଥିବା କାଙ୍ଗୋରୁକୋଣ୍ଡା ପୋଲ ଉପରୁ ଖସିଲା ବନ୍ୟାଜଳ ।
ବନ୍ୟାଜଳ ଖସିବାରୁ ୩୨୬ନଂ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିବା ସୂଚନା ।
ଅନ୍ୟପଟେ ବନ୍ୟାଜଳରେ ଏବେବି ବୁଡି…