ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଅର୍ଥ ହେରଫେର୍ କେସ୍ ଦାଏର କଲା ଇଡି
ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ତଥା ଅର୍ଥ ହେରଫେର୍ ନେଇ ଏକ ମାମଲା ଦାଏର କରାଯାଇଛି।
ବିହାର ପୋଲିସ ଦ୍ୱାରା ଦାଏର…