ରାମମନ୍ଦିରରେ ପଂହଚିଲା କରୋନା: କନିଷ୍ଠ ପୁରୋହିତ, ୧୬ ପୋଲିସ କର୍ମୀ ସଂକ୍ରମିତ
ଅଯୋଧ୍ୟା: ରାମମନ୍ଦିର ଭୂମି ପୂଜନ ପୂର୍ବରୁ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । କନିଷ୍ଠ ପୁରୋହିତ ପ୍ରଦୀପ ଦାସଙ୍କ ସମେତ ନିୟୋଜିତ ୧୬ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରାମମନ୍ଦିର ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି…