Latest Odisha News

BREAKING NEWS

Yearly Archives

2020

ସ୍ଥିତି ଅସମ୍ଭାଳ: ଭାରତରେ ସାଢ଼େ ୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୩୪,୧୯୩

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ଏହି ମହାମାରୀ ଭାରତରେ ନେଇଛି ଯାଇଛି ୭୬୮ ଜଣଙ୍କର ଜୀବନ । ହୁ ହୁ ହୋଇ…

ଏସବିଆଇ-ଆଇଆରସିଟିସି ସହିତ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ କାର୍ଡ ଲଞ୍ଚ କରିଛି, ରେଳ ଟିକେଟ ବୁକିଂ ଶସ୍ତା ହେବ

ନୂଆଦିଲ୍ଲୀ: ଅନଲାଇନ ଟିକେଟ୍ ବୁକିଂ କମ୍ପାନୀ ଆଇଆରସିଟିସି ଏବଂ ଏସବିଆଇ ମିଳିତ ଭାବେ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭର୍ଚୁଆଲ୍ ମିଟିଂରେ କାର୍ଡ ଲଞ୍ଚ କରିଛନ୍ତି। ତିନୋଟି ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ କାର୍ଡ ସହିତ…

ରାଫେଲ ଯୁଦ୍ଧ ବିମାନ ଭାରତକୁ ଆସୁଛି, ଜାଣନ୍ତୁ ୫ଟି ବିଶେଷ କଥା ରାଫେଲ ବିଷୟରେ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୨୯ ଜୁଲାଇରେ ଡାସଲ୍ଟ ରାଫେଲ ଯୁଦ୍ଧ ବିମାନର ପ୍ରଥମ ପରିବହନ ଭାରତ ଆସୁଛି | ତିନିଟି ସିଙ୍ଗଲ୍ ସିଟ୍ ଏବଂ ଦୁଇଟି ଯୁଗ୍ମ ସିଟର ବିମାନ ସମେତ ପ୍ରଥମ ବ୍ୟାଚରେ ସମୁଦାୟ ୫ଟି ଯାନ ଆସୁଛି | ଜୁଲାଇ ୨୭ରେ, ଏହି ଯୋଦ୍ଧାମାନେ ଫ୍ରାନ୍ସରୁ ଉଡ଼ିଛନ୍ତି ଏବଂ ଆଜି ପ୍ରାୟ ୭…

ରାଜ୍ୟରେ ପୁଣି ୨୪ ଘଣ୍ଟାରେ ୧୦୦୦ ପାର୍: କେଉଁଠୁ କେତେ ପଜିଟିଭ ଚିହ୍ନଟ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ମହାମାରୀ ତାଲାବନ୍ଦରେ ରାସ୍ତାକଡ଼ରେ ଜୀବିକା

ରାଜଧାନୀରେ ରାସ୍ତା କଡରେ ଖାଦ୍ୟ ବିକ୍ରି ବ୍ୟବସାୟ ଏକ ମାଧ୍ୟମ ବଞ୍ଚିବାର। ସାଧାରଣତଃ ଜଳଖିଆ ଖାଇବା ପାଇଁ ବହୁତ ଭିଡ ହୁଏ ଏଭଳି ଦୋକାନଗୁଡିକରେ । କିନ୍ତୁ କରୋନା ମାଡରେ ଆଜି ପରିସ୍ଥିତି ଭିନ୍ନ । ଆଉ ଗ୍ରାହକଙ୍କ ଭିଡ ଜମୁନି କି ଭଲ ଦି ପଇସା ରୋଜଗାର ହଉନି । ଫେଲୁ ମଉସା । ରାସ୍ତା…

ବାଲେଶ୍ଵରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍ ବାରିକପୁର ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣଙ୍କ ଭଦ୍ରକର ଏକ ଘରୋଇ ନର୍ସିଂ କଲେଜରେ ପାଠ ପଢୁଥିଲେ । ସୂଚନା ଅନୁଯାୟୀ, କରୋନା ପାଇଁ ସମସ୍ତ କଲେଜ ବନ୍ଦ ଥିବାରୁ ଅନଲାଇନରେ ପାଠ…

ଋଷ ଦେବ ପ୍ରଥମ କରୋନା ଟିକା, ଅଗଷ୍ଟ ୧୦ ସୁଦ୍ଧା ବଜାରକୁ ଆସିବା ସମ୍ଭାବନା

ମସ୍କୋ: କରୋନା ସଂକଟ ଭିତରେ ଭଲ ଖବର । ଟିକା ନେଇ ନୂଆ ଆଶା ଦେଖାଇଛି ଋଷ୍ । ଦୁଇ ସପ୍ତାହରୁ କମ୍ ସମୟ ଭିତରେ ଦୁନିଆର ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ଦେବା ନେଇ ସୂଚନା ମିଳିଛି । ବିଶ୍ୱରେ ପ୍ରଥମ ଦେଶ ଭାବରେ କରୋନା ଭ୍ୟାକସିନକୁ ମଞ୍ଜୁରୀ ଦେବ ଋଷିଆ । ଏଥିପାଇଁ ପ୍ରସ୍ତୁତି ସରିଥିବା…

[ଦେଖନ୍ତୁ ଭିଡ଼ିଓ]: ଲଗାଣ ବର୍ଷା ପରେ ଉତ୍ତରାଖଣ୍ଡରେ ଭୁସ୍ଖଳନ

ଉତ୍ତରାଖଣ୍ଡ: ଲଗାତାର ବର୍ଷା ହେତୁ ଗତ ସନ୍ଧ୍ୟାରେ ଚାମୋଲି ଜିଲ୍ଲାର କୋଡିଆ ସ୍ଥିତ ବଦ୍ରିନାଥ ଜାତୀୟ ରାଜପଥରେ ଏକ ଭୂସ୍ଖଳନ ହୋଇଛି। ମାଟି ଧସେଇ ପଡ଼ିଥିବାରୁ ଜାତୀୟ ରାଜପଥର ଏକାଧିକ ସ୍ଥାନକୁ ଅବରୋଧ କରାଯାଇଛି। ରାସ୍ତା ସଫେଇ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି । ଦେଖନ୍ତୁ ଭିଡ଼ିଓ:…

ଜୁଲାଇ ୩୧ ଯାଏଁ ବୌଦ୍ଧ ଜିଲ୍ଲା ସଟଡାଉନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଆଗାମୀ ଜୁଲାଇ ୩୧ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ସଟଡାଉନ୍…

ବ୍ୟବସାୟୀ କରୋନା ଆକ୍ରାନ୍ତ ପରେ ଭଦ୍ରକ ଏକତା ମାର୍କେଟ ସଟଡାଉନ୍

ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ସହରର ଏକତା ମାର୍କେଟ ଓ କଚେରୀ ବଜାର ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ । ଏକତା ମାର୍କେଟର ଜଣେ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ପରେ ଭଦ୍ର ପୌର ପରିଷଦ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ସକାଳ ୫ଟାରୁ ଶନିବାର ସକାଳ ୫ଟା ପର‌୍ୟ୍ୟନ୍ତ…