Latest Odisha News

BREAKING NEWS

Yearly Archives

2020

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଶୋକ ଗେହଲଟ୍

ଜୟପୁର: ରାଜସ୍ଥାନରେ ରାଜନୀତିକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି । ଗେହଲଟ୍ କହିଛନ୍ତି, କୋଭିଡ୍…

ହୁଣ୍ଡାଇ ଭେନ୍ୟୁର iMT ଏବଂ ସ୍ପୋର୍ଟ ଟ୍ରିମ୍ ଭାରିଆଣ୍ଟ ଲଞ୍ଚ,ବିନା କ୍ଲଚରେ ଚାଲିବ ଏସୟୁଭି

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଅଗ୍ରଣୀ ଯାନ ନିର୍ମାତା ହୁଣ୍ଡାଇ ଏହାର ପ୍ରସିଦ୍ଧ କମ୍ପାକ୍ଟ ଏସୟୁଭି ହୁଣ୍ଡାଇ ଭେନ୍ୟୁର ଦୁଇଟି ନୂତନ ପ୍ରକାର ଭାରତୀୟ ବଜାରରେ ଲଞ୍ଚ କରିଛି। ଗୋଟିଏ ହେଉଛି ନୂତନ ଇଣ୍ଟେଲିଜେଣ୍ଟ୍ ମାନୁଆଲ୍ ଟ୍ରାନ୍ସମିସନ୍ (iMT) ଟେକ୍ନୋଲୋଜି ପ୍ରକାର ଏବଂ ଅନ୍ୟଟି ହେଉଛି…

ବୌଦ୍ଧ ଓ କେନ୍ଦୁଝର ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ଜଙ୍ଗଲରେ ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କିଭଳି ଓ କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଲା ? ଦୁଇଟିଯାକ ହାତୀ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା…

ଆଇଟି ଓ ବିପିଓ ସେକ୍ଟର ପାଇଁ ବଢ଼ିଲା ଓ୍ୱାର୍କ ଫ୍ରମ୍ ହୋମ୍ ଅବଧି

ନୂଆଦିଲ୍ଲୀ: ଆଇଟି ଓ ବିପିଓ କମ୍ପାନୀ ଏବଂ ଏଥିରେ କାର‌୍ୟ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେସବୁ କମ୍ପାନୀ ପାଇଁ ଓ୍ୱାର୍କ ଫ୍ରମ୍ ହୋମ୍ ଅବଧିକୁ ଆଉ ପାଞ୍ଚ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଡିସେମ୍ବର ୩୧ ଯାଏଁ ଅବଧି ବଢ଼ିଛି ।…

ଟ୍ରକ ଧକ୍କାରେ ଆଖି ବୁଜିଲେ ପରିବାରର ଏକ ମାତ୍ର ରୋଜଗାରିଆ ଝିଅ ମଧୁସ୍ମିତା

କଟକ : ଚୌଦ୍ୱାର ଅଂଚଳର ମଧୁସ୍ମିତା ଦଳେଇ । ଟାଙ୍ଗୀ ସ୍ଥିତ ଏକ ଗାଡି ସୋ ରୁମର କର୍ମଚାରୀ । ଲକ୍‌ଡାଉନ ଥିଲେ ମଧ୍ୟ ଅଫିସରେ କୌଣସି ଜରୁରୀ କାମ ଥିବାରୁ ତାଙ୍କୁ ଡକାଯାଇଥିଲା । ଘରୁ ସ୍କୁଟିରେ ବାହାରିଥିଲେ ମଧୁସ୍ମିତା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । କାରଣ ତାଙ୍କ ପାଇଁ ବାଟରେ…

ଗଲୱାନ ଘାଟିର ସହିଦ କର୍ଣ୍ଣେଲଙ୍କ ପତ୍ନୀଙ୍କୁ ଡେପୁଟୀ କଲେକ୍ଟର ନିଯୁକ୍ତି

ହାଇଦ୍ରାବାଦ: ପୂର୍ବ ଲଦାଖରେ ଗଲୱାନ୍ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେବେ ଡେପୁଟୀ କଲେକ୍ଟର । ତେଲାଙ୍ଗନା ସରକାର ବୁଧାବର ସହିଦ କର୍ଣ୍ଣେଲଙ୍କ ପତ୍ନୀ ସନ୍ତୋଷୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କେବଳ ହାଇଦ୍ରାବାଦ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ…

କେପି ଶର୍ମା ଓଲୀ ଓ ପ୍ରଚଣ୍ଡଙ୍କ ମଧ୍ୟରେ ଗୁପ୍ତ ବୁଝାମଣା !

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ସରକାର ବଂଚିଯିବା ଆସାର ବୁଧବାର ଦେଖିବାକୁ ମିଳିଛି । ଓଲୀ ଓ ପୁଷ୍ପକମଳ ଦହଲ (ପ୍ରଚଣ୍ଡ)ଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଛି । ପ୍ରଚଣ୍ଡଙ୍କ ନିକଟତମ ନେତାଙ୍କୁ ଓଲୀ ସରକାରରେ ଗୁରୁତ୍ୱପୂର୍ଣ୍ଣ…

ଲଦାଖରେ ଚାଲବାଜ ଚୀନ ଠୁଳ କଲାଣି ୪୦ ହଜାର ସୈନିକ !

ନୂଆଦିଲ୍ଲୀ: ଚୀନ ତାର ପ୍ରକୃତି ଛାଡି ପାରୁନି । କପର୍ସ କମାଣ୍ଡର ସ୍ତରୀୟ ଶାନ୍ତି ପ୍ରକ୍ରିୟା ଆଲୋଚନା ସତ୍ୱେ ଚୀନ ଲଦାଖ ସୀମାରେ ସେନା ଠୁଳ କରିବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ଲଦାଖର ଫ୍ରଂଟ ଓ ଡେପ୍‌ଥ ଅଂଚଳରେ ଚାଲବାଜ ଚୀନ ୪୦୦୦୦ ସେନା ଠୁଳ କଲାଣି । ଏୟାର ଡିଫେନ୍ସ ସିଷ୍ଟମ,…

ଏସ୍‌ସିବି ପରେ ରାଉରକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଏସ୍‌ସିବି ପରେ ରାଉରକେଲାରେ ଖୋଲିବ ପ୍ଳାଜମା ବ୍ୟାଙ୍କ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଘୋଷଣା କରିଛନ୍ତି । କୋଭିଡ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳତାର ସହ କାମ କରୁଛି।  କଟକ SCB ପରେ ଏବେ ପଶ୍ଚିମ ଓଡିଶା ପାଇଁ…

କରୋନା ମୁକାବିଲା ପାଇଁ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାକୁ ମିଳିବ ୧୦ କୋଟି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଗିଡିବାରେ ଲାଗିଛି କରୋନା ସ୍ଥିତି । ତେଣୁ ଏହାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅଶଉ ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥିତି…