ବ୍ରହ୍ମପୁରରେ ପ୍ଲାଜମା ଥେରାପି ଆରମ୍ଭ
ବ୍ରହ୍ମପୁର: ଓଡ଼ିଶାରେ କାୟା ମେଲାଇ ଚାଲିଛି ମହାମାରୀ କରୋନା । ଏହାର ପ୍ରଭାବରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩ ଅଙ୍କ ଛୁଇଁଛି ।
କରୋନା ଦାଉରୁ ଗୁରୁତର ଆକ୍ରାନ୍ତଙ୍କୁ ରକ୍ଷା କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ପ୍ରଥମେ କଟକ ଏସସିବିରେ ଏହି ଚିକିତ୍ସା ପଦ୍ଧତି…