ବିରାମିତ୍ରପୁର ପୌରାଞ୍ଚଳରେ ୩ ଦିନିଆ ସଟଡାଉନ ଘୋଷଣା
ରାଉରକେଲା: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲା ବିରାମିତ୍ରପୁର ପୌର ଅଞ୍ଚଳକୁ ତିନି ଦିନିଆ ବନ୍ଦ ଘୋଷଣା କରାଯାଇଛି ।
ଉପ ଜିଲ୍ଲାପାଳ ବିଶ୍ଵଜିତ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଶୁକ୍ରବାର (୧୭) , ଶନିବାର(୧୮) ଓ ରବିବାର(୧୯) ପର୍ଯ୍ୟନ୍ତ ସମଗ୍ର ପୌର ଅଞ୍ଚଳକୁ ବନ୍ଦ…