ସର୍ବାଧିକ ଟିକାକରଣ ପ୍ରକ୍ରିୟାରେ ଆମେରିକା ପରେ ଦ୍ୱିତୀୟରେ ରହିଛି ଭାରତ
ନୂଆଦିଲ୍ଲୀ: ଦେଶ କରୋନା ଦ୍ୱିତୀୟ ତରଙ୍ଗର ସମ୍ମୁଖୀନ ହେଉଛି। ଏହା ଭିତରେ ଦେଶ ଟିକାକରଣ ପ୍ରକ୍ରିୟାରେ ମଧ୍ୟ ଦେଶ ବେଶ୍ ଆଗୁଆ ରହିଛି। ୨୦ କୋଟି ଲୋକଙ୍କୁ କରୋନା ଟିକାକରଣ କରି ଆମେରିକା ପରେ ଦ୍ୱିତୀୟ ଦେଶ ହୋଇପାରିଛି ଭାରତ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ସୂଚନା…