Latest Odisha News

BREAKING NEWS

Yearly Archives

2021

ବାତ୍ୟା ଯିବା ପରେ ପୁନରୁଦ୍ଧାର ଜୋରଦାର: ଲାଗିଛନ୍ତି ଉଦ୍ଧାରକାରୀ ଟିମ୍, ଦେଖନ୍ତୁ ଫଟୋ

ଭୁବନେଶ୍ୱର: ବାତ୍ୟା ୟାସ୍ ଓଡ଼ିଶା ଉପକୂଳ ଛାଡୁଛି । ତିନି ଚାରି ଘଣ୍ଟା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରକୋପ ଦେଖାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୟାସ୍ ପ୍ରଭାବ ପକାଇଛି । ବେଶୀ କ୍ଷୟକ୍ଷତି ହୋଇଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ବିଭିନ୍ନ…

ସିଲେରୁ ନଈରେ ଡଙ୍ଗା ବୁଡ଼ି ଘଟଣା, ନିଖୋଜ ୨ ଜଣଙ୍କ ମୃତଦେହ ଠାବ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ପାଇଛି । ଗତକାଲି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ଥିଲେ । ଗତକାଲି ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରେ ୫ ଜଣ ଶିଶୁଙ୍କ ସହ ଜଣେ ମହିଳା ଥିଲେ। ଗତ ୬ ମାସ ତଳେ…

ଝାଡଖଣ୍ଡ ଓ ଛତିଶଗଡରେ ହେଉଛି ଭାରୀ ପରିମାଣର ଟିକା ନଷ୍ଟ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାର ଘୋର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଦେଶର କିଛି ସ୍ଥାନରେ ବହୁ ପରିମାଣର ଟିକା ଅପଚୟ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଝାଡଖଣ୍ଡ ଏବଂ ଛତିଶଗଡରେ ପ୍ରାୟ ୩୦ ପ୍ରତିଶତ ଟିକା ନଷ୍ଟ ହୋଇଛି।…

କରୋନା ରେଡ୍ ଜୋନରୁ ବାହାରିଲା ନୂଆପଡ଼ା ଜିଲ୍ଲା, ରେଡ୍ ଜୋନରେ ୨୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୧୨ ହଜାର ରହୁଛି । କିନ୍ତୁ ନୂଆପଡ଼ା ଜିଲ୍ଲାରେ ଏବେ ଖସିବାରେ ଲାଗିଛି ଦୈନିକ ସଂକ୍ରମଣ । କରୋନା ରେଡ୍ ଜୋନରୁ ବାହାରିଛି ନୂଆପଡ଼ା ଜିଲ୍ଲା । ୟେଲୋ ଜୋନକୁ ଆସିଛି । ଅର୍ଥାତ କରୋନାକୁ ତାବୁ ପାଉଛି…

ଲକଡାଉନ୍‌ ଦ୍ୱାରା ପ୍ରଭାବିତ ୩୬୦୦ ଡ୍ୟାନ୍ସରଙ୍କୁ ‌୧ ମାସର ରାସନ ଦେବେ ଅକ୍ଷୟ

ମୁମ୍ବାଇ: ମହାମାରୀ କାରଣରୁ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସେଲିବ୍ରିଟି ଆଗେଇ ଆସିଛନ୍ତି। କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ସହିତ ଭାରତ ମୁକାବିଲା କରୁଥିବାବେଳେ ବଲିଉଡ୍‌ ଅଭିନେତା ଅଭିନେତା ପୁଣି ଥରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।…

କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଗଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ହ୍ୱାଟ୍ସଆପ୍ । ଆଜିଠୁ ଲାଗୁ ହେଉଥିବା ଆଇଟି ନିୟମକୁ ରୋକିବା ପାଇଁ ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟରେ ଦାବି କରିଛି । ବିଗତ ଦିନରେ ବ୍ୟବହାରକାରୀଙ୍କ ଗୋପନୀୟତାକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ୍ କହିଛି-…

ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ସଲ୍‌ମାନ

ମୁମ୍ବାଇ: ସଲମାନ ଖାନ ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏ ନେଇ ସଲ୍‌ମାନ ଖାନ୍‌ଙ୍କ ଟିମ୍‌ ପକ୍ଷରୁ କମଲ ଆର ଖାନଙ୍କୁ ଏକ ନୋଟିସ ଜାରି କରାଯାଇଛି। ନୋଟିସ ଅନୁଯାୟୀ ସଲମାନ ଖାନଙ୍କ ଆଇନ ଟିମ୍‌ ଗୁରୁବାର ଦିନ ସିଟି ସିଭିଲ…

କରୋନା ନେଲାଣି ୫୦୦ରୁ ଅଧିକ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ସାରା ଦେଶରେ ୫୧୩ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ମଙ୍ଗଳବାର ଦିନ କହିଛି। ଆଇଏମଏ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ କେବଳ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ୯୬ ମୃତ୍ୟୁ…

ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଲା ୟାସ୍

ଭଦ୍ରକ: ବାଲେଶ୍ୱର ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ଯିବା ରାସ୍ତାରେ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇଥିଲା । ପ୍ରକୋପ ଛାଡ଼ିଛି ୟାସ୍ । ପ୍ରବଳ ବେଗରେ ବହିଥିଲା ପବନ । ଉପୁଡ଼ି ପଡ଼ିଛି ବହୁ ବଡ଼ ବଡ଼ ଗଛ । କେଉଁଠି ରାସ୍ତାରେ ଶୋଇ ପଡ଼ିଛି । ନଡ଼ିଆ ଓ ତାଳ ଗଛକୁ ମୋଡ଼ି…

ପୁରୀରେ ଟିକାକରଣ ଲାଗି ଅନଲାଇନ୍ ସ୍ଲଟ୍ ବୁକିଂ ଆରମ୍ଭ

ପୁରୀ: ପୁରୀ ସହରରେ ୧୮ରୁ ୪୪ ବୟସ ବର୍ଗଙ୍କ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ବୁଧବାର ସକାଳ ୧୦ ଟାରୁ ଆରମ୍ଭ ହୋଇଛି। “ପୁରୀ ସହରରେ ୧୮ରୁ ୪୪ ବୟସ ବର୍ଗରେ ଆସନ୍ତାକାଲି ଟିକାକରଣ ପାଇଁ ଅନଲାଇନ୍ ବୁକିଂ ଆଜି ସକାଳ ୧୦ ଟାରୁ କରିପାରିବେ।