ଝିଅର ମୃତ୍ୟୁରେ ମର୍ମାହତ ହୋଇପଡିଥିଲେ ବାପା-ମାଆ, ପିଇଦେଲେ ବିଷ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଗୁମୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି।
ସୂଚନା ଅନୁଯାୟୀ, ନିକଟ ଅତୀତରେ ଗୁମୁରା ଗାଁର ମଦନ ମୋହନ ପିଙ୍ଗୁଆଙ୍କ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। ମାତ୍ର ୧୪ ଦିନର ଏହି ଶିଶୁକନ୍ୟାର ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇ…