ରେକର୍ଡ ଭାଙ୍ଗିଲା ସଲ୍ମାନଙ୍କ ‘ରାଧେ’; ବଲିଉଡ୍ର ପ୍ରଥମ ଚଳଚ୍ଚିତ୍ର ଭାବେ ୬୫ରୁ ଅଧିକ ଦେଶରେ ଲାଇଭ୍…
ନୂଆଦିଲ୍ଲୀ: ବଲିଉଡ୍ର ଭାଇଜାନ୍ ଓରଫ ସଲମାନ ଖାନଙ୍କ 'ରାଧେ' ମେ ୧୩ ରେ zee5 ରେ ରିଲିଜ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଆପଲ୍ ଟିଭିରେ ଲାଇଭ୍ ହୋଇଥିବା ପ୍ରଥମ ବଲିଉଡ ଚଳଚ୍ଚିତ୍ର ମଧ୍ୟ ହୋଇପାରିଛି।
ବେଲଜିୟମ, ଡେନମାର୍କ, କାନାଡା, ଫିଜି, ମାଲେସିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା…