Latest Odisha News

BREAKING NEWS

Yearly Archives

2021

ହ୍ବାଇଟ୍ ଫଙ୍ଗସର କେଉଁ ସବୁ ଲକ୍ଷଣ ରହିଛି, ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଉଥିବା ବେଳେ ହ୍ବାଇଟ୍ ଫଙ୍ଗସ୍ ଚିନ୍ତା ବଢ଼ାଇଛି। ରିପୋର୍ଟ ମୁତାବକ, ବିହାରରେ ଚାରିଜଣ ରୋଗୀଙ୍କ ମଧ୍ୟରେ କରୋନା ଭଳି ଲକ୍ଷଣ ଦେଖାଯାଇଥିଲା। ହେଲେ ସେମାନଙ୍କ କରୋନା ପରୀକ୍ଷା ନେଗେଟିଭ ବାହାରିଥିଲା। କିନ୍ତୁ ଟେଷ୍ଟ ପରେ…

ଅର୍ଥ ପାଇଁ ଅନର୍ଥ, ଗଡିଲା ଠିକାଦାର ମୁଣ୍ଡ

କୋରାପୁଟ: ସାରା ଦେଶରେ ଆପାତକାଳୀନ ସ୍ଥିତି । ହେଲେ ଏବେ ବି ଲୋକ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ରକ୍ତର ରଙ୍ଗ ଦେଖିବାକୁ ଉଚିତ୍ ମଣୁଛନ୍ତି । କିଛି ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ୍ । ସୂଚନା ଅନୁଯାୟୀ ରାମ ଖିଲ ନାମକ ଜଣେ ବ୍ୟକ୍ତି…

ଶୁକ୍ରବାର ୪ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି । ଆଜି ୪୬୩ଟି କେନ୍ଦ୍ରରେ ୫୮ ହଜାର ୨୦୮ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏଯାବତ୍ ରାଜ୍ୟରେ ୬୮ ଲକ୍ଷ ୭୦ ହଜାର ୩୨୬ ଡୋଜ୍ ଟିକା ଦିଆଯାଇଛି । ୩ ଲକ୍ଷ ୨୮ ହଜାର ୧୦୯ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୭୬…

ଝାରପଡ଼ା ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣଙ୍କୁ କରୋନା

ଭୁବନେଶ୍ୱର: ଜେଲରେ ବ୍ୟାପୁଛି କରୋନା । ଝାରପଡ଼ା ସ୍ୱତନ୍ତ୍ର ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଝାରପଡ଼େ ଜେଲରେ ୧୯୫ ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୯୬ ଜଣ କରୋନା ସଂକ୍ରମିତ ଥିବା…

ବ୍ଲାକ୍ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ୍, ଜାଣନ୍ତୁ କେତେ କ୍ଷତିକାରକ

ପାଟନା: କରୋନା ମହାମାରୀ ମଧ୍ୟରେ ଚାରିଆଡେ ଆତଙ୍କ ଖେଳାଇଛି ବ୍ଲାକ୍ ଫଙ୍ଗସ୍। ଖାସକରି ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ପାଟନାରେ ହ୍ବାଇଟ୍ ଫଙ୍ଗସ୍ ମାମଲା ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପାଟନାରେ ହ୍ବାଇଟ୍ ଫଙ୍ଗସ୍ ର…

ଝାରପଡ଼ା ଜେଲରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର ହେଲା ଦୁର୍ଦ୍ଦାନ୍ତ ବିକ୍ରମର ସହଯୋଗୀ ବୁଢ଼ା

ଭୁବନେଶ୍ୱର: ଜେଲରୁ ସଂଗଠିତ ହେଉଥିବା ଅପରାଧ ରୋକିବାକୁ ଜାରି ରହିଛି ଅପରେସନ୍ କ୍ଲିନ୍ ଅପ୍ । ଆଜି ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲରୁ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ନାୟକର ସହଯୋଗୀ ବୁଢ଼ା ଓରଫ କାହ୍ନୁକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି । ୨୦୦୯ ମସିହାରେ ଜେଲ୍ ୱାର୍ଡର…

ଏହି ୨ ଦିନ ବନ୍ଦ ରହିବ ଏସବିଆଇର ଡିଜିଟାଲ୍ ବ୍ୟାଙ୍କିଂ ସେବା, ଜାଣନ୍ତୁ କେଉଁ ସମୟରେ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ୍ ବ୍ୟାଙ୍କିଂ ସେବା ଆସନ୍ତା ମେ ୨୧ ଏବଂ ୨୩ରେ ବନ୍ଦ ରହିବ। ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମର ଅପଡେଟେସନ୍ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ସେବା ବନ୍ଦ ରହିବ ବୋଲି ଜଣାପଡିଛି।…

୨୨ ଯାଏ କାଳବୈଶାଖୀ, ଆଜି ୪୦ ଉପରେ ୧୧ ସହର

ଭୁବନେଶ୍ୱର: ଓଡ଼ିଶାରେ ତାତି ସହ କାଳବୈଶାଖୀ ଲାଗି ରହିଛି । ଆଗକୁ ଆସୁଛି ବାତ୍ୟା । ଆଜି ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୪୧.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେହିଭଳି ସୁନ୍ଦରଗଡ଼-ଟିଟିଲାଗଡ଼-ସୋନପୁର ଆଦି ସ୍ଥାନରେ ପାରଦ ୪୧ ଡିଗ୍ରୀ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ୪୦୦୦ ଦର୍ଶକଙ୍କୁ ଅନୁମତି ମିଳିବ

ସାଉଥାମ୍ପଟନ: ବିଶ୍ୱ ଟେଷ୍ଟ ଚାମ୍ପିୟୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନରେ ଖେଳାଯିବ । କରୋନା ମହମାରୀ ଏବେ ଏଠାରେ ନିୟନ୍ତ୍ରଣରେ ଥିବାରୁ ମ୍ୟାଚ ଉପଭୋଗ ପାଇଁ ୪ ହଜାର ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ହାମ୍ପଶାୟର କାଉଟିଂ କ୍ଲବ ମୁଖ୍ୟ ରଡ ବ୍ରାନ୍ସଗ୍ରୋଭ…

ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିର୍ଚୁଆଲ୍ ମାଧ୍ୟମରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟକୁ ସମର୍ପିତ କରିଛନ୍ତି । ଏହି ଅବସରରେ ଆଶା କରିଛନ୍ତି, ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର୍ ଅକ୍ସିଜେନ୍ ଚାହିଦା ପୂରଣ ହୋଇପାରିବ । ପ୍ରତିଟି ଜୀବନ ବଞ୍ଚାଇବାକୁ…