Latest Odisha News

BREAKING NEWS

Yearly Archives

2021

ତିନିଟି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଆଜି ତିନିଟି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ସେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ । ମାଲକାନଗିରି ଜିଲ୍ଲାର ମୋଟୁ, କୋରାପୁଟ ଜିଲ୍ଲାର ସୁନାବେଡ଼ା ଯିବେ ପୋଲିସ ଡିଜି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ଏନଫୋର୍ସମେଣ୍ଟ…

ଦେଶରେ ସାମାନ୍ୟ କମିଛି ସଂକ୍ରମଣ: ୨୪ ଘଣ୍ଟାରେ ୩ଲକ୍ଷ ୨୬ ହଜାର ପଜିଟିଭ୍, ୩୮୯୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ଖସିଛି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୬ହଜାର ୯୮ ନୂଆ ଆକ୍ରାନ୍ତ । ଏଗତକାଲି ଏହି ସଂଖ୍ୟା ଥିଲା ୩ଲକ୍ଷ ୪୩ହଜାର ୧୪୪ । ସେହିପରି ଚାରି ହଜାର ତଳକୁ ଖସିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪…

ଗୁଜରାଟ ମୁହାଁ ବାତ୍ୟା ତାଉ’ତେ: ଆଜି ନେବ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତାଉ’ତେ ଘନୀଭୂତ ହେଉଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳକୁ ଏହା ଭେରି ଅତି ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର…

ଜୀବନ ନେଉଛି କରୋନା: ଆଜି ଓଡ଼ିଶାର ୧୧ ଜିଲ୍ଲାରୁ ୨୧ ମୃତ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଆଉ ୨୧ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ୧୧ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ଭୁବନେଶ୍ୱରରୁ ୨ ଜଣ ।…

ବୈଶାଖ ଶୁକ୍ଳ ତୃତୀୟା -ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା

ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିବସ (ଦିନଟି) ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ନାମରେ ପରିଚିତ । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି, ଦିନ ଯେ କୌଣସି ଶୁଭ କାର‌୍ୟ୍ୟ କରାଗଲେ \'ଅକ୍ଷୟ ଫଳ\' ପ୍ରାପ୍ତ ହୋଇଥାଏ । ଏହି…

ଓଡ଼ିଶାରେ ୬ ଲକ୍ଷ ଟପିଲା କରୋନା କେସ୍: ୨୪ ଘଣ୍ଟାରେ ଆଉ ୧୧, ୮୦୫ ପଜିଟିଭ୍

ଭୁବନେଶ୍ୱର: କେବେ ବଢୁଛି, ପୁଣି କେବେ ଖସୁଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଦୈନିକ ସଂକ୍ରମଣ । ଆଜି ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୫ ସଂକ୍ରମିତ । ଗତକାଲି ଅପେକ୍ଷା ୫୮୫ଟି କମ୍ । ଗତକାଲ ରାଜ୍ୟରୁ ଚିହ୍ନଟ ହୋଇଥିଲେ…

ବାଲେଶ୍ୱରରେ ପୋଲ ତଳକୁ ଖସିଲା କାର୍, ୩ ମୃତ ଓ ୨ ଗୁରୁତର

ବାଲେଶ୍ୱର: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର୍ । ଦୁର୍ଘଟଣାରେ ୩ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନାର ବିର୍ଲା ଟାୟା ନିକଟରେ ଏହି ଦୁର୍ଘଟଣା ଘଟିଛି । ୨ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୫-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୫ ରିଖ ଶନିବାର ବୃଷ ୧ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ବିଛା ରାଶି…

ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗୁ ହେଲା ୧୪୪ ଧାରା

ବ୍ରହ୍ମଗିରି : ଆସନ୍ତାକାଲି ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ଚନ୍ଦନଯାତ୍ରା ପାଇଁ ପୁରୀରେ କଟକଣା ଲଗାଯାଇଛି । ସେହିପରି ବ୍ରହ୍ମଗିରିର ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ମଧ୍ୟ ଲାଗିଛି କଟକଣା । ଆସନ୍ତାକାଲି ଅଲାରନାଥଙ୍କ ଚନ୍ଦନଯାତ୍ରା ଥିବାରୁ ୧୪୪ ଧାରା ଲଗାଯାଇଛି । ମନ୍ଦିର ସହ…

ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ

ଭୁବନେଶ୍ୱର: ଅବିଶ୍ୱାସ ଲାଗୁଥିଲେ ବି ସତ । ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ । ଏଥିପାଇଁ ଜଣେ ଅଭିନେତ୍ରୀ ଓ ଜଣେ ନିର୍ଦ୍ଦେଶକଙ୍କୁ ଅକ୍ଟୋବର ମାସରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ(ଆଇଏସ୍‌ଏସ୍‌) ପଠାଯିବାର ଯୋଜନା ରହିଛି । ଚଳିତବର୍ଷ ଅକ୍ଟୋବର ୫ତାରିଖରେ ୩୬ ବର୍ଷୀୟ…