ଗୁଜବସୃଷ୍ଟିକାରୀ ଆଜି ବଂଚି ଥାଉ ଥାଉ ପରେଶ ରାୱଲଙ୍କୁ ମାରିଦେଲେ
ମୁମ୍ବାଇ: ସୋସିଆଲ ସାଇଟରେ ଗୁଜବସୃଷ୍ଟିକାରୀ ବଂଚି ବଂଚି ଥାଉ ଥାଉ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମିଛରେ ମାରିଦେଉଛନ୍ତି । ଆଜି ବଲିଉଡ ଅଭିନେତା ପରେଶ ରାୱଲଙ୍କ ନାମରେ ଏ ଭଳି ଗୁଜବ ସୃଷ୍ଟି ହୋଇଥିଲା । ତେବେ ସେ ସୁସ୍ଥ ଅଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ଜଣାପଡିଛି ।…