Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରରେ ବଢ଼ିବ କି ଲକଡାଉନ୍ ? ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣ ୧୦ ହଜାର ତଳକୁ ଖସୁନି । ରାଜ୍ୟରେ ଲକଡାଉନ୍ ବଢ଼ିବା ନେଇ ଆରମ୍ଭ ହୋଇଚି ଚର୍ଚ୍ଚା । ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଅପରାହ୍ଣ ସାଢ଼େ ୪ଟାରେ ପ୍ରେସମିଟରେ ମୁଖ୍ୟ ସଚିବ କଣ କହିବେ ତାଉପରେ…

କରୋନା ମୁକାବିଲା; ଆଜି ଉଚ୍ଚ ସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ମୁକାବିଲା ଏବଂ ଟିକାକରଣ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ। ଏହି ବୈଠକ ସକାଳ ୧୧ ଟାରୁ ଆରମ୍ଭ ହେବ। କରୋନା ମାମଲା ବୃଦ୍ଧିକୁ ଦେଖି ଏହାପୂର୍ବରୁ ବୁଧବାର ଦିନ ଅକ୍ସିଜେନ ଏବଂ ଔଷଧର ଉପଲବ୍ଧତା ତଥା ଯୋଗାଣର…

ପବିତ୍ର ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲା ଚାଷୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟ । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ । ଆଜିର ଦିନରେ ଚାଷ ଅନୁକୂଳ କରିଥାଏ ଚଷା ପୁଅ । ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖି ମୁଠି ଅନୁକୂଳ । ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପିନ୍ଧି ଧାନ ନେଇ ଚାଷ ଜମିକୁ ଯାଇ ଥାଆନ୍ତି ଚାଷୀ ଭାଇ…

କୁଳାଙ୍ଗାର ଉବାଚ : କରୋନାକୁ ପ୍ରେମ କରନା

ଡଃ କୁଳାଙ୍ଗାର  ଭାରି ଭୟଙ୍କର କରୋନାର ପ୍ରେମ ମୁହଁରେ ଦେଉଛି ଚୁମା ମାସ୍କରେ ତାକୁ ଘୋଡେଇ ରଖ ହେ ଖୋଲିବ ନାହିଁଟି ଜମା! ପୁଲିସି ବାବୁମାନେ ଫାଇନି କାଟିଲେ ବୁଲିଲେ ବିନା ମାସ୍କରେ ଜାଣିଲି ମୁଁ ଆଜି ଔଷଧକୁ ନୁହେଁ ୟାଙ୍କୁ ହିଁ କରୋନା ଡରେ! ବାହାଘର ପାଇଁ ଅନୁମତି…

ମୋଷ୍ଟ ୱାଣ୍ଟେଡ୍‌ ମୁଭି ‘ରାଧେ’; ରୋଜଗାର ଗୋଟିଏ ଦିନରେ ୪.୪ କୋଟିରୁ ଅଧିକ

ନୂଆଦିଲ୍ଲୀ: ସଦ୍ୟ ରିପୋର୍ଟ ଅନୁଯାୟୀ, ବଲିଉଡ୍‌ ଚଳଚ୍ଚିତ୍ର 'ରାଧେ' ୟୋର୍‌ ମୋଷ୍ଟ ୱାଣ୍ଟେଡ ଭାଇ ଅନ୍ତର୍ଜାତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନଥିବା ଜଣାପଡ଼ିଛି। ସଲ୍‌ମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବିଦେଶର ରିଲିଜ ହେବାର ପ୍ରଥମ ଦିନରେ ପ୍ରାୟ ୬୦୦୦୦୦ ଡଲାର (୪.୩୯ କୋଟି) ସଂଗ୍ରହ…

ବାତ୍ୟା ସହାୟତା ପାଇଁ ଓଡ଼ିଶାରୁ ଗୁଜରାଟ ଗଲା ୫ଟି NDRF ଟିମ୍

ଭୁବନେଶ୍ୱର: ଆରବସାଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ତାଉ’ତେ । ବର୍ତ୍ତମାନନ ମଡେଲ କହୁଛି, ବାତ୍ୟା ଗୁଜରାଟରେ ସ୍ଥଳଭାଗ ଛୁଇଁପାରେ । ମୁକାବିଲା ପାଇଁ ଜୋରସୋର ହୋଇଛି ପ୍ରସ୍ତୁତି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ କାମରେ ସହୟତା ପାଇଁ ଓଡ଼ିଶାରୁ ଗୁଜରାଟ ଯାଇଛି ଏନଡିଆରଏଫର…

ଆଜି ପବିତ୍ର ଅକ୍ଷୟ ତୃତୀୟା; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ ଓଡ଼ିଆ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥାଆନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। "ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ…

କବିତା : ପୃଷ୍ଠାଏ ଭୂପୃଷ୍ଠ

ବଳରାମ ପୂଜାରୀ  ଉତ୍ତପ୍ତ ତତ୍ତ୍ୱର ତତ୍ତ୍ୱାବଧାନରେ କଡ ଲେଉଟାଉଥିଲା ପୃଥିବୀ, ଭଙ୍ଗା ଭଙ୍ଗା ମନ ନେଇ ସଜେଇ ହେଉଥିଲେ ଦୂବରୁ ମହାଦ୍ରୁମ ଯାଏଁ ରଜସ୍ୱଳା ହେଉଥିଲେ ,ମାଣ ମାଣ ଭାଗ୍ୟରେଖା, ଫଟା ମାଟି ଆଁ କରି ଅନାଇ ଥିଲା ଆକାଶ ଭର୍ତ୍ତି ମେଘ ମାନଙ୍କ ଛାଇକୁ ଶୁଖିଲା ଜମିରେ ସୁନା…

ନାଗାଲାଣ୍ଡରେ ୪.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ନାଗାଲାଣ୍ଡ: ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଶନିବାର ସକାଳେ ରିଚ୍ଟର ସ୍କେଲରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ନାଗାଲାଣ୍ଡରେ ଅନୁଭୂତ ହୋଇଛି। ମୋକୋକଚୁଙ୍ଗରୁ ୭୪ କିଲୋମିଟର ପୂର୍ବରେ ପ୍ରାୟ ୫ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର…

ବାତ୍ୟା ତାଉ’ତେ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାଳରେ ବାତ୍ୟା । ଆରବ ସାଗରରେ ଆଗକୁ ବଢ଼ୁଛି ସାଇକ୍ଲୋନିକ୍ ଷ୍ଟର୍ମ ତାଉ’ଡେ । ଅଧିକ ଘନୀଭୂତ ହୋଇ ଗୁଜରାଟ ଉପକୂଳ ମୁହାଁ ହେଉଛି । ବାତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ନେଇ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ…