Latest Odisha News

BREAKING NEWS

Yearly Archives

2021

ରାଜ୍ୟରୁ ସୁସ୍ଥ ହେଲେ ୮୫୪୭ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮୫୪୭ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଖୋର୍ଦ୍ଧାରୁ ୧୧୬୫, କଟକରୁ ୫୯୩, ସୁନ୍ଦରଗଡରୁ ୫୯୧, ସମ୍ବଲପୁରରୁ ୫୧୮, ବରଗଡରୁ ୪୩୬, ନୂଆପଡାରୁ ୪୧୧,…

ଭୁବନେଶ୍ୱରରୁ ୧୨୯୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୧୧୩୧ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୧୨୯୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୩ ଓ ସ୍ଥାନୀୟ ଅଂଚଳରୁ ୧୧୩୧ ଜଣ…

ଟୋକିଓ ଅଲିମ୍ପିକ୍ସ ଖେଳି ପାରିବେନି ସାଇନା, ଶ୍ରୀକାନ୍ତ !

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ଆଉ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଏହା ଆୟୋଜିତ ହେବ । କରୋନା ମହାମାରୀ ଯୋଗୁ ବୁଧବାର ସିଙ୍ଗାପୁର ଓପନ ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି…

ସୁସ୍ଥ ହେବା ପରେ ପିଲାମାନଙ୍କୁ ଦେଖି ଭାବ ପ୍ରବଣ ହୋଇଗଲେ ଅଲୁ ଅର୍ଜୁନ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲୁ ଅର୍ଜୁନ ବୁଧବାର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ପ୍ରଥମେ ନିଜ ପିଲାମାନଙ୍କୁ ଭେଟିଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନଜ ଘରର ଉପର ମହଲାରେ ଆଇସୋଲେଶନରେ ରହୁଥିଲେ । ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ…

ହୁ’ର ଭୁଲ ନିଷ୍ପତି ଯୋଗୁ କରୋନା ମହାମାରୀ ବିଶ୍ୱରେ ବ୍ୟାପିଲା: ଆଇପିପିପିଆର

ନୂଆଦିଲ୍ଲୀ: ମହାମାରୀ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କୀତ ସ୍ୱତନ୍ତ୍ର ସଂଗଠନ (ଦି ଇଣ୍ଡିପେଣ୍ଡାଲ ପ୍ୟାନେଲ ଫର ପ୍ୟାଣ୍ଡେମିକ ପ୍ରିପେୟାରେଡନେସ ଆଣ୍ଡ ରେସପନ୍ସ) ବୁଧବାର ତାର ରିପୋର୍ଟ ପ୍ରଦାନ କରିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠିକ୍ ସମୟରେ…

କରୋନାରେ ଆଖି ବୁିଜିଲେ ଆଉ ଜଣେ ସାମ୍ବାଦିକ

ରାଉରକେଲା: ଖବର ସଂଗ୍ରହ ପାଇଁ ଦିନ ରାତି ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ବ୍ୟକ୍ତି ଆଜି ନିଜେ ଫଟୋ ପାଲଟିଯାଇଛନ୍ତି । ରାଉରକେଲାର କନକ ନ୍ୟୁଜର କ୍ୟାମେରାମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ୫୦ ବର୍ଷୀୟ ସୁମନ୍ତ ଗତ କିଛି ଦିନ…

ଅଧିକ ପଜିଟିଭିଟି ହାର ଥିବା ରାଜ୍ୟମାନଙ୍କରେ ଲକ୍‌ଡାଉନ ହେବା ଉଚିତ; ଆଇସିଏମ୍‌ଆର ମୁଖ୍ୟ

ନୂଆଦିଲ୍ଲୀ: ଅଧିକ ପଜିଟିଭିଟି ହାର ଥିବା ସମସ୍ତ ରାଜ୍ୟମାନଙ୍କରେ ଲକ୍‌ଡାଉନ ଲାଗୁ ହେବା ଉଚିତ। ଏ ନେଇ ଆଇସିଏମ୍‌ଆରର ମୁଖ୍ୟ ଡା. ବଳରାମ ଭାର୍ଗଭ କହିଛନ୍ତି। ବହୁ ସଂଖ୍ୟକ ସଂକ୍ରମଣ ରିପୋର୍ଟ ଆସୁଥିବା ଜିଲ୍ଲାଗୁଡିକରେ ଏହି ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଆଉ ୬ରୁ ୮ ସପ୍ତାହ…

ରାଜସ୍ଥାନରେ କରୋନାର ୟୁକେ ଷ୍ଟ୍ରେନ !

ଜୟପୁର: ରାଜସ୍ଥାନର କରୋନାର ଦ୍ୱିତୀୟ ଲହରୀ ମାରାତ୍ମକ ସାବ୍ୟସ୍ତ ହେଇଛି । ଜିନୋମ ସିକ୍ୱେସିଙ୍ଗ ରିପୋର୍ଟ ଅନୁସାରେ ରାଜସ୍ଥାନରେ କରୋନାର ୟୁକେ ଷ୍ଟ୍ରେନ ମିଳିଛି । ଏହି କାରଣ ଯୋଗୁ ଦ୍ରୁତ ଗତିରେ ଏହା ବ୍ୟାପିବାରେ ଲାଗିଛି । ଏହି ଷ୍ଟ୍ରେନ ଦ୍ରୁତ ଗତିରେ ବ୍ୟାପିଥାଏ । ସ୍ୱାସ୍ଥ୍ୟ ମନ୍ତ୍ରୀ…

ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କରୋନା ପଜିଟିଭ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୋର୍ଟର ଅନ୍ୟ ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବେ ସୁସ୍ଥ ଅଛନ୍ତି। ତଥାପି ବିଚାରପତିଙ୍କ ନେତୃତ୍ୱରେ…

ଅନ୍‌ଲାଇନ୍ ଅଛନ୍ତି ପପୁ ପମ୍‌ପମ୍ !

ଭୁବନେଶ୍ୱର: ଓଡିଶାର ଅନନ୍ୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ପ୍ରକୃତ ନାଁ ତତ୍ତ୍ୱପ୍ରକାଶ ଶତପଥୀ । ଖାସ କରି ଇନଷ୍ଟାଣ୍ଟ କମେଡି ପାଇଁ ଏହି ଅଭିନେତା ଜଣକ ବେଶ ଜଣାଶୁଣା । ଓଡିଶାରେ ଆଜି ପର୍ଯ୍ୟନ୍ତ କମେଡି ମାମଲାରେ ପପୁଙ୍କୁ ଟକ୍କର ଦେବାକୁ ବୋଧ ହୁଏ କେହି ସମର୍ଥ ହୋଇଥିବେ । ନିଜ…