Latest Odisha News

BREAKING NEWS

Yearly Archives

2021

କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ୨୫ କୋଟି

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି କରୋନା ମହାମାୀର ପ୍ରକୋପ । ପ୍ରତିଦିନି ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ବେଶି ପ୍ରଭାତି ହୋଇଛି ପଶ୍ଚିମ ଓଡ଼ିଶା । କୋଭିଡ ମହାମାରୀ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟସେବାକୁ ଅଧିକ ମଜଭୁତ୍ କରିବା ପାଇଁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।…

ଜୁନ୍ ସୁଦ୍ଧା ଦୁଇ ଗୁଣା ବୃଦ୍ଧି ପାଇବ କୋଭାକ୍ସିନ୍ ଟିକା ଉତ୍ପାଦନ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ସଂକ୍ରମଣ ବଢୁଥିବା ବେଳେ, ଏହାକୁ ରୋକିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ସରକାର । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । କିନ୍ତୁ ସଂକ୍ରମଣ ଭିତରେ ଚିନ୍ତା ବଢ଼ାଇଛି ଟିକାର ଅଭାବ । ସାରା ଦେଶରେ ଏବେ ଟିକାର ଅଭାବ…

ଓଡ଼ିଶାରେ ୧୪ରେ ପାଳନ ହେବ ‘ଇଦ୍‌’

କଟକ : ଓଡିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ‘ଇଦ୍‌’ ପର୍ବ । ଏନେଇ ଘୋଷଣା କରିଛି ଅଞ୍ଜୁମାନ ଇସଲାମିଆ ଏହଲେ ସୁନତ୍ ଅଲ୍ ଜମାତ ଚାନ୍ଦ କମିଟି । ଆଜି ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ଇଦ୍ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ…

ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ 'ବିନ୍ଦୁ ସାହିତ୍ୟ ସମାଜ' ପକ୍ଷରୁ ଶିକ୍ଷାବିତ ତଥା ଲେଖକ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୬୯ ତମ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସାଂସଦ ତଥା କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି…

କୋଭିଶିଲ୍ଡ ଟିକା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର: ଅକ୍ସିଜେନ ସିଲିଣ୍ଡର ଏବଂ କୋଭିଶିଲ୍ଡ ଟିକା ଯୋଗାଣ ନେଇ ସ୍ପଷ୍ଟ କରିବା ଲାଗି ଓଡିଶା ସରକାର ବୁଧବାର ଦିନ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଏକ…

କରୋନା ପାଇଁ ଆଂଶିକ ବାତିଲ ହେବ ପାସେଞ୍ଜର ଟ୍ରେନ୍

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳବାଇ ପଦକ୍ଷେପ । କୋଭିଡ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଛଅ ଯୋଡ଼ା ଦୈନିକ ବିଶେଷ ମେମୁ / ପାସେଞ୍ଜର ଟ୍ରେନକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି ତିନି ଯୋଡ଼ା ବିଶେଷ ଟ୍ରେନକୁ ଆସନ୍ତା ୧୪ ତାରିଖ…

ନର୍ସମାନଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ବିଶ୍ବ ନର୍ସିଂ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ଟି ବିରୋଧୀ ଦଳ

ନୂଆଦିଲ୍ଲୀ : ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ଏବେ ସମସ୍ତଙ୍କ ଟେନସନ୍ ବଢ଼ାଇ ଦେଇଛି । କିପରି ସଂକ୍ରମଣକୁ ରୋକାଯିବ, ଉପରେ ଉପରେ ଦିଆଯାଉଛି ଗୁରୁତ୍ବ । ଏଭଳିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି…

ମୃତଦେହ ପାଖ ମାଡିଲେନି ପରିବାର ଲୋକେ, ଭଞ୍ଜନଗର ଉପଜିଲ୍ଲାପାଳ କଲେ ଶବଶତ୍କାର

ଭଞ୍ଜନଗର: କରୋନା ଯୋଗୁଁ ଏପରି ଅବସ୍ଥା ହୋଇଛି ଯେ, ପର ତ ପର ବେଳେ ବେଳେ ଆପଣାର ଲୋକେ ବି ପର ହୋଇଯାଉଛନ୍ତି । ଏପରି ଏକ ଘଟଣା ଘଟିଛି ଭଂଜନଗର ଅଂଚଳରେ । ଗତ କାଲି ରାତିରେ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଲଣ୍ଡେଇସାହି ଅଂଚଳର କାଳୀ ଚରଣ ସାହୁଙ୍କରର ମୃତ୍ୟୁ ହୋଇଥିଲା । ୬୫…

ରାଜ୍ୟରେ ଖସିଲା ପାରଦ, ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : କାଳବେଶାଖୀ ପ୍ରଭାବରେ ରାଜ୍ୟରେ କମିଛି ତାତି । ଫଳରେ ଅସହ୍ୟ ତାତିରୁ ଲୋକେ ଆଶ୍ବସ୍ତି ଲାଭ କରିଛନ୍ତି । ଆଜି ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୩ ଡିଗ୍ରୀ…