Latest Odisha News

BREAKING NEWS

Yearly Archives

2021

୨-୧୮ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: କରୋନାର କାଳରେ ଟିକାକରଣ ନେଇ ଆଉ ଏକ ଆଶ୍ୱସ୍ତିକର ଖବର ସାମନାକୁ ଆସଛି । ଖୁବଶୀଘ୍ର ଭାରତରେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ ଟିକାର କ୍ରିନିକାଲ୍ ଟ୍ରାଏଲ୍ କରିବ ଭାରତ ବାୟୋଟେକ୍ । ଏହି ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ରିନିକାଲ୍…

ଇସ୍ରାଏଲ୍ ଉପରେ ରକେଟ୍ ମାଡ଼, ଭାରତୀୟ ମହିଳାଙ୍କ ସମେତ ୨୮ ମୃତ

ନୂଆଦିଲ୍ଲୀ: ଅଶାନ୍ତ ଇସ୍ରାଏଲ୍ । ଫଲସ୍ତିନି ଉଗ୍ରବାଦୀ ଇସ୍ରାଏଲ୍ ସହର ତେଲ ଅବିବରେ ୧୩୦ଟି ମିସାଇଲ୍ ମାଡ଼ କରିଛନ୍ତି । ଗଜା ପଟ୍ଟିରେ ଏକ କୋଠା ଉପରେ ଇସ୍ରାଏଲ୍ କରିଥିବା ଆକ୍ରମଣର ଜବାବରେ ଉଗ୍ରବାଦୀ ଏଭଳି ଆକ୍ରମଣ କରିଥିବା କୁହାଯାଉଛି । ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଜଦୂତଙ୍କ…

ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଯବାନଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଛନ୍ତି । ଦୋର୍ଣ୍ଣାପାଲ ଥାନା ଅନ୍ତର୍ଗତ ପେଟା ଗାଁରେ ଏହି ଘଟଣା ଘଟିଛି । ମୃତ ଯବାନ ହେଲେ ବେଟ୍ଟି ଭୀମା । ଗତକାଲି ସେ ଗାଁକୁ ଯାଇଥିଲେ । ରାତିରେ ଘରେ…

ମହାମାରୀ କରୋନା ନେଲା ଆଉ ୧୭ ଜୀବନ, ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ୱର: କରୋନା ମୃତ୍ୟୁରେ ରୋକ୍ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏଥିସହ ମୃତ୍ୟୁସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ଅନୁଗୁଳ ଓ ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।…

ଟେଷ୍ଟିଂ ବୃଦ୍ଧି ପରେ ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ରାଜ୍ୟରୁ ଆଉ ୧୦, ୯୮୨ ପଜିଟିଭ୍

ଭୁବନେଶ୍ୱର: ଦିନକର ବ୍ୟବଧାନ ପରେ ପୁଣି ରାଜ୍ୟରେ ୧୦ ହଜାର ପାର୍ ହୋଇଛି ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୯୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ଆଜି ଟେଷ୍ଟିଂ ବଢ଼ିଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୪୬ ହଜାର ୨୪୧ଟି…

କବିତା : ପ୍ରତିଦ୍ବନ୍ଦୀ

ଜୟନ୍ତୀ ମିଶ୍ର  ମୁଁ ମୋ ବିରୁଦ୍ଧରେ ସବୁକାଳେ। କେତେ ବାଛି ବାଛି ସବୁ ଅଜାଡିଦେଲଯେ ଇଶ୍ୱର, କୋଉ ଭୋଗିପାରିଲି । ଏ ବିଶାଳ ସାମ୍ରାଜ୍ୟର ଛତ୍ରଛାୟା ତଳେ ସୁରକ୍ଷିତ ମୋର ବଳକା ଆୟୁଷ ଥରେ ଚିହ୍ନିପାରିଲିନି କୋଉଠି ଲୁଚିଛି ତୁମ ପାଦଚିହ୍ନ। ଦୂରରୁ ଦିଶୁଛି ,ଶୁଭୁଛି ପୁଣି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୨-୫-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୨ ରିଖ ବୁଧବାର ମେଷ ୨୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜିର ନିଷେଧ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିରୋଧୀ ଦଳ ମୁଖ୍ୟ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମସ ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଦୀପ୍ତ ନାୟକ ବର୍ତ୍ତମାନ…

ଖଣି ଅଞ୍ଚଳରେ ସଂସ୍କାର

ବେଙ୍ଗାଲୁରୁ: କରୋନା ସ୍ଥିତି ବେଶ୍ ଭୟଙ୍କର ହେବାରେ ଲାଗଛି । ମହାମାରୀ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି ।ସବୁଠୁ ବଡ଼ ଦୟନୀୟ ଚିତ୍ର ହେଉଛି ମୃତ ଦେହ ଦାହ ପାଇଁ ମିଳୁନି ଜାଗା । ଦେଶର କିଛି ରାଜ୍ୟରେ ମୃତ ଦେହ ସତ୍କାର କରିବାରୁ ଶ୍ମଶାନରେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୭୫୫୪ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୨୯୧ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୭୩୨ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।…