Latest Odisha News

BREAKING NEWS

Yearly Archives

2021

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି ହୋଇଛି । ଦିଲ୍ଲୀ ଓ ଗୋଆ ସରକାରଙ୍କ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀଙ୍କ ପାଇଁ ଉଭୟ ସରକାର ଏହି ନିୟମ କରିଛନ୍ତି । ଯାତ୍ରୀ ମାନେ ଗୋଆରେ ପ୍ରବେଶ କରିବାର ୭୨ଘଣ୍ଟା ମଧ୍ୟରେ…

କୋଭିଡ୍ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କିପରି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତାଉପରେ ଗୁରୁତ୍ବ ଦେଇଛନ୍ତି । ମହାମାରୀକୁ ରୋକିବାରେ ଟିକାକରଣକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି…

ତିନୋଟି ରାଜ୍ୟରେ ଚାଂଚଲ୍ୟ ଖେଳାଇଲା ଧଳା ସ୍କୋର୍ପିଓ

ମାଲକାନଗିରି: ତିନିତିନୋଟି ରାଜ୍ୟର ସୁରକ୍ଷା ବଳୟ ଭାଙ୍ଗିଲା ଏକ ଧଳା ସ୍କୋର୍ପିଓ ଗାଡି । ଆନ୍ଧ୍ରପ୍ରଦେଶ, ଓଡିଶା ଓ ଛତିଶଗଡ ସୀମାକୁ ଭେଦ କରିବା ସହ ପୋଲିସର ସାତଟି ବ୍ୟାରିକେଡ ଭାଙ୍ଗି ଶେଷରେ ସିଆରପିଏଫ୍ ଗୁଳିରେ ଅଟକିଥିଲା । ମିିଳିଥିବା ସୂଚନା ଅନୁଯାୟୀ ଏକ ଅମାନିଆ ସ୍କୋର୍ପିଓ…

ପ୍ରିୟଙ୍କା ଚୋପ୍ରାଙ୍କ ଜ୍ୟାକେଟରେ ମାଆ କାଳୀଙ୍କ ଫଟୋ !

ମୁମ୍ବାଇ: ନିକ ଜୋନ୍ସଙ୍କୁ ବିବାହ କରିବା ପରେ ବଲିଉଡର ସଫଳ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି । ଏଥିନେଇ ସେ ଉଭୟ ପ୍ରଶଂସା ଓ ସମାଲୋଚନା ସାଉଁଟି ଚାଲିଛନ୍ତି । ଏବେ ନ୍ୟୁୟର୍କରେ ନିକଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋରେ ପ୍ରିୟଙ୍କା…

ଘରୋଇ ହସ୍ପିଟାଲ୍ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଛି ମହାମାରୀ କରୋନାର ପ୍ରଭାବ । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ…

ଫାଇବର ଜରିଆରେ ଓଡ଼ିଶାର ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା

ଭୁବନେଶ୍ୱର: ବ୍ୟାପକ ହେବ ଇଣ୍ଟରନେଟ ବ୍ୟବସ୍ଥା। ୨୦୨୧ ଶେଷ ସୁଦ୍ଧା ସବୁ ପଂଚାୟତରେ optic fibre ଜରିଆରେ ଇଣ୍ଟରନେଟ ସୁବିଧା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା। ସୂଚନା ଅନୁଯାୟୀ, ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଅନଲାଇନ୍…

ମୁମ୍ବାଇ ପୋଲିସରୁ ସଚ୍ଚିନ ଭାଜେ ବହିଷ୍କୃତ

ମୁମ୍ବାଇ: ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚ୍ଚିନ ଭାଜେ । ଆଜି ମୁମ୍ବାଇ ପୋଲିସ ତାଙ୍କୁ ବହିଷ୍କୃତ କରିଛି । ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ସଂପୃକ୍ତିରେ ସଚ୍ଚିନ ଭାଜେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ଗିରଫ ହୋଇଥିଲେ ।…

ଟ୍ବିନସିଟିର ବୟସ୍କଙ୍କ ଲାଗି ହେଲ୍ପଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକର ବରିଷ୍ଠ ନାଗରିକଙ୍କ ପାଇଁ ମଙ୍ଗଳବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର - ୮୦୯୩୦୨୮୧୦୦ ଜାରି କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି, ଏହି ହେଲ୍ପଲାଇନ ନମ୍ବର ଏହା ସ୍ପଷ୍ଟ କରିବା ଯେ କରୋନା ସଂକ୍ରମଣ…

କରୋନାରେ ଆଖି ବୁଜିଲେ ଭିଜିଲାନ୍ସ ଜଜ୍ ରାଜକିଶୋର ନାୟକ

ଭୁବନେଶ୍ବର : ରାଜ୍ୟରେ ସାଂଘାତିକ ହେଉଛି ମହାମାରୀ କରୋନା । ପ୍ରତିଦିନ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କିଲର ଭାଇରସ । ଆଜି କରୋନାରେ ପ୍ରାରଣ ହରାଇଛନ୍ତି ଜଣେ ବିଚାରପତି । ମହାମାରୀ କରୋନାରେ କଟକ ଭିଜିଲାନ୍ସ ବିଚାରପତି ରାଜକିଶୋର ନାୟକଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ…

ଅଭ୍ୟାସ କରୁଥିବା ବେଳେ ଚାଲିଗଲା ୨୪ ବର୍ଷୀୟ କ୍ରିକେଟର ଜୀବନ !

ଲଣ୍ଡନ: ଇଂଲଣ୍ଡର ଯୁବ ଖେଳାଳି ଜୋଶୁଆ ଡାଉନୀଙ୍କ ଅକସ୍ମାତ ମୃତ୍ୟୁ କ୍ରିକେଟ ଦୁନିଆକୁ ସ୍ତବ୍ଧ କରି ଦେଇଛି । ଇଂଲିଶ କାଂଉଟି କ୍ଲବ ନଟ୍ଟିଂହାମଶାୟର ପକ୍ଷରୁ ଖେଳୁଥିବା ଏହି ୨୪ ବର୍ଷୀୟ ଖେଳାଳି ଅଭ୍ୟାସ ସେଶନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କେହି କିଛି ଭାବିବା ପୂର୍ବରୁ ସେ ତଳେ…